*୧୫ରାଷ୍ଟ୍ରନେତାଙ୍କ_ସହ_ମୋଦିଙ୍କ_ବୈଠକ*

*୧୫ରାଷ୍ଟ୍ରନେତାଙ୍କ_ସହ_ମୋଦିଙ୍କ_ବୈଠକ*

-୧୫ ରାଷ୍ଟ୍ରନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିପାକ୍ଷିକ ବୈଠକ

-ବ୍ରିକ୍ସ ସମ୍ମିଳନୀ ଅବସରରେ ୧୫ ରାଷ୍ଟ୍ରନେତାଙ୍କ ସହ ବୈଠକ

-ରୁଷିଆ, ଚୀନ, ଇରାନ, ଆଫ୍ରିକୀୟ ନେତାଙ୍କ ସହ ବୈଠକ

-ଦକ୍ଷିଣପୂର୍ବ ଏସିଆ ଓ ଗଲ୍ଫ ଆଦି ଦେଶର ନେତାଙ୍କ ସହ ବୈଠକ

-୩ ଦିନ ଧରି ଦ୍ବିପାକ୍ଷିକ ପ୍ରସଙ୍ଗରେ ମାରାଥନ ବୈଠକ

-ବାଣିଜ୍ୟ, ଶକ୍ତି, ବୈଷୟିକ, ଯୋଗାଯୋଗ ଆଦି ବିଷୟରେ ଆଲୋଚନା