ଓଡ଼ିଶାରେ ରନ୍ଧନ ଗ୍ୟାସର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ

ଓଡ଼ିଶାରେ ରନ୍ଧନ ଗ୍ୟାସର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ

ଓଡ଼ିଶାରେ ରନ୍ଧନ ଗ୍ୟାସର ଅଭାବ ନାହିଁ କହିଲେ ଯୋଗାଣ ମନ୍ତ୍ରୀ

ଭୟଭୀତ ହୁଅନ୍ତୁ ନାହିଁ , ପର୍ଯ୍ୟାପ୍ତ ଗ୍ୟାସ୍ ଓଡ଼ିଶାରେ ଅଛି'

ଆବଶ୍ୟକ ଅନୁସାରେ ଗ୍ୟାସ୍ ଅର୍ଡର କରନ୍ତୁ , ଅଧିକ କରନ୍ତୁ ନାହିଁ'

ଗତକାଲି ଗ୍ୟାସ୍ କମ୍ପାନୀଗୁଡିକ ସହ ଆଲୋଚନା ହୋଇଥିଲା'

ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଗ୍ୟାସ୍ ରହିଛି'

ପାଇପ୍ ଲାଇନ ଜରିଆରେ ମଧ୍ୟ ଗ୍ୟାସ ଆସୁଛି''

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବନି'

ଗ୍ୟାସ୍ କଳାବଜାରୀ କଲେ ଆକ୍ସନ ନିଆଯିବ'