କଇଥ ଗଡିଆ ଗ୍ରାମପଂଚାୟତ ର ବାବୁରାମ ଜେନା, ଓ ଆରତୀ ଜେନା ଗଣମାଧ୍ୟମକୁ ଅଭିଯୋଗ କରିଛନ୍ତି

କଇଥ ଗଡିଆ ଗ୍ରାମପଂଚାୟତ ର ବାବୁରାମ ଜେନା, ଓ ଆରତୀ ଜେନା ଗଣମାଧ୍ୟମକୁ ଅଭିଯୋଗ କରିଛନ୍ତି

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ବ୍ଲକ ର କୃଷି ବିଭାଗ ର VLW କନକଲତା ସେଠି,VlW ସତ୍ୟ ବାବୁ, ଓ କାର୍ଯ୍ୟ ରତ VLW କର୍ମୀ ମାନେ ରାଜ୍ୟ ସରକାର ଙ୍କ ଠାରୁ ଆସିଥିବା 2055-2026, ମୁଗ, ବିରି, ବଣ୍ଟନର ଅନିୟମିତତା ହୋଇଛି, ଚାଷୀଙ୍କ ଠାରୁ ଟଙ୍କା ଆଦାୟ ନାମରେ ସ୍ଥାନୀୟ ସରପଞ୍ଚ, ଓ ସମିତି ସଭ୍ୟ ଙ୍କୁ ମୁଗ, ବିରି, ଦେଇଥିବାର ଖବର ସଂଗ୍ରହ ହୋଇଛି, ସାଧାରଣ ଚାଷୀଙ୍କୁ ମିଳିନାହିଁ ମୁଗ, ବିରି, ବିହନ, ହଡପ ହୋଇଛି, ବ୍ଲକ A.A.ଓ ଙ୍କ ସହଯୋଗ ରେ ହୋଇଛି ହଡ଼ପ ମୁଗ, ବିରି ବିହନ, ସାଧରଣ ଚାଷୀଙ୍କୁ ମିଳିନାହିଁ ରବି ଫସଲର ବିହନ, ବ୍ଲକ ର 37 ଗ୍ରାମପଂଚାୟତ ରେ ହୋଇଛି ଅନିୟମିତତା. ଓ ସରକାର ଙ୍କ ନୀତି ନିୟମ କୁ ଖୋଲା ବେଖାତିରୀ କରିଛନ୍ତି ସରକାରୀ ଅଧି କାରୀ, କଇଥ ଗଡିଆ ଗ୍ରାମପଂଚାୟତ, ଗଡାପୋଖରୀ ଗ୍ରାମପଂଚାୟତ, କୁପାରୀ ଗ୍ରାମପଂଚାୟତ, ବାଉଁଶଗାଡ଼ିଆ ଗ୍ରାମପଂଚାୟତ, ହରିପୁର ଗ୍ରାମପଂଚାୟତ, ରଟିଣା ଗ୍ରାମପଂଚାୟତ, ବର୍ତ୍ତନା ଗ୍ରାମପଂଚାୟତ ର ଚାଷୀ ପାଇନାହାନ୍ତି ରବିଫସଲର ବିହନ ମୁଗ ଓ ବିରି, ଅର୍ଥ ଦେବାକୁ ଦାବୀ କରି VLW ମାନେ ଖଇରା ବ୍ଲକର ସରକାରୀ ଯୋଜନା ହରିଲୁଟ ବ୍ଲକ ସହାୟକ କୃଷି ଅଧିକାରୀ, ଓ VLW ଙ୍କ ମିଳିତ ରେ ହୋଇଛି ହଡ଼ପ, ସରକାର ବିଭଗୀୟ ତଦନ୍ତ କରି ସରକାରୀ କର୍ମଚାରୀ ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସାଧରଣରେ ଦାବୀ ହେଉଛି,

କଇଥ ଗଡିଆ ଗ୍ରାମପଂଚାୟତ ର ବାବୁରାମ ଜେନା, ଓ ଆରତୀ ଜେନା ଗଣମାଧ୍ୟମକୁ ଅଭିଯୋଗ କରିଛନ୍ତି