କିଟ୍ରେ_ଛାତ୍ରୀ_ମୃତ୍ୟୁ; ନେପାଳ_ମନ୍ତ୍ରୀଙ୍କ_ଉଦ୍ବେଗ -କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା .
କିଟ୍ରେ_ଛାତ୍ରୀ_ମୃତ୍ୟୁ; ନେପାଳ_ମନ୍ତ୍ରୀଙ୍କ_ଉଦ୍ବେଗ -କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା . -ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବାଙ୍କ ଉଦ୍ବେଗ -ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ନେଇ ଟ୍ବିଟ୍(X) କଲେ ନେପାଳ ମନ୍ତ୍ରୀ. -ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି: ନେପାଳ ମନ୍ତ୍ରୀ. -'ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ'
