କ୍ରୀଡା ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

କ୍ରୀଡା ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

କ୍ରୀଡା ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

   
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଗଙ୍ଗାରାମ ପୁର  ସିଦ୍ଧ ପରମହଂସ ଉପ୍ରା ବିଦ୍ୟାଳୟ 
ଓ ପୁରାତନ ଛାତ୍ର ଓ ଛାତ୍ରୀ ମାନଙ୍କ   ଆନୁକୁଲ୍ୟରେ,ଆଦର୍ଶ କ୍ରୀଡ଼ା ଶିକ୍ଷକ ବଙ୍ଗାଳୀ ଚରଣ ମଲ୍ଲିକଙ୍କର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ କବି ସଭାପତିତ୍ବ କରିଥିଲାବେଳେ ବିଦ୍ୟାଳୟ  ପରିଚାଳନା କମିଟି ର ସଭାପତି ବଙ୍ଗାଳୀ ଚରଣ ତରାଇ,ବିଜୟ କୁମାର ଜେନା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ମୁଖ୍ୟ ଅତିଥି,ବିଜୟ କୁମାର ବେହେରା ବିଦ୍ୟାଳୟ ର ପ୍ରତି ଷ୍ଠାତା, ତଥା  ପ୍ରାକ୍ତନ ପ୍ରଧାନ ଶିକ୍ଷକ ମଦନପୁର ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟବକ୍ତା, ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଉଦକର ସାମଲ ପ୍ରାକ୍ତନ ବିଆରସିସି ଆଳି ବ୍ଲକ ,ସଂଜୟ କୁମାର ପୃଷ୍ଟି ପ୍ରଧାନ ଶିକ୍ଷକ ସିଦ୍ଧ ପରମହଂସ ନୋଡାଲ ଉପ୍ରା ବିଦ୍ୟାଳୟ ,ସିଆରସିସି ରଞ୍ଜନ କୁମାର ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଦାସ, ପ୍ରଭାକର ଦାସ, ରମେଶ ଚନ୍ଦ୍ର ମହାନ୍ତି,ସମାଜସେବୀ, ପ୍ରମୋଦ କୁମାର  ଗାହାଣ, ରଞ୍ଜିତ ତରାଇ, ବନମାଳୀ ତରାଇ, ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ନାୟକ, ଅକ୍ଷୟ କୁମାର ମହାନ୍ତି,ଭରତ ଚନ୍ଦ୍ର ସ୍ବାଇଁ, ସତ୍ୟବ୍ରତ ସ୍ବାଇଁ,ଅଭୟ କୁମାର ମହାରଣା, ଶିଶିର କୁମାର ସାହୁ, ପ୍ରମୋଦ କୁମାର ତ୍ରିପାଠୀ, ରବିନ୍ଦ୍ରନାଥ ଜେନା, ହରିହର ବାରିକ୍, ସତ୍ୟବାନ୍ ତରାଇ, ଉତ୍କଳ ସେଠୀ ,ବିଜୟ କୁମାର ନାୟକ,ସୁଚିତ୍ରା ଦାସ, ବାସନ୍ତୀ ଲତା ଗାହାଣ, ବର୍ଷା ପ୍ରିୟଦର୍ଶିନୀ, ପୁରାତନ ଛାତ୍ରୀ ଅପର୍ଣ୍ଣା, ଆରତୀ, ମମତା, ପ୍ରତୀକ୍ଷା ,ପୁରାତନ ଛାତ୍ର ମାନେ ହେଲେ ଅମର ତରାଇ,ଜଗବନ୍ଧୁ ତରାଇ ସୈଦାଗର ବେହେରା, ହରିହର ସାହୁ, ସୁବ୍ରକାନ୍ତ ତରାଇ, କୁନା ଗାହଣ,ପ୍ରକାଶ,ଅମେଦ୍ର, ପ୍ରଦୀପ,ମଳୟ,ସୁକାନ୍ତ, ଦେବାଶିଷ,
ଏଥିରେ ବହୁ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ, ପରିଚାଳନା କମିଟି ର ସଦସ୍ୟ,ଓ ଗ୍ରାମ ବାସୀ ବୃନ୍ଦ ଯୋଗଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉତ୍ସବ ର ପ୍ରାରମ୍ଭରେ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ କରାଯାଇଥିଲା,
ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷକ ବିଜୟ କୁମାର ନାୟକ ଧନ୍ୟବାଦ୍ ଦେଇଥିଲେ।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା