- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପଦକ୍ଷେପ .

- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପଦକ୍ଷେପ .

- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପଦକ୍ଷେପ
- ଦିନକୁ ଦୁଇ ଥର ହିତାଧିକାରୀଙ୍କୁ ବଣ୍ଟାହେବ ରାସନ ସାମଗ୍ରୀ
- ସକାଳ 7ରୁ 10 ଘଟିକା ପର୍ଯ୍ୟନ୍ତ ବଣ୍ଟା ହେବ ରାସନ ସାମଗ୍ରୀ
- ସେହିପରି ସନ୍ଧ୍ୟା 5ରୁ 10 ଘଟିକା ପର୍ଯ୍ୟନ୍ତ ବଣ୍ଟା ହେବ ରାସନ ସାମଗ୍ରୀ
- ଖରା ଦାଉରୁ ରକ୍ଷା ପାଇବା ପାଇଁ ହିତାଧିକାରୀଙ୍କ ପାଇଁ ହେବ ଆନୁସଙ୍ଗିକ ବ୍ୟବସ୍ଥା
- ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକରେ ହେବ ଆନୁଷଙ୍ଗିକ 
- ଚାଉଳ ଉଠାଣ ଓ ବିଣ୍ଟନ କେନ୍ଦ୍ରରେ ଶ୍ରମିକଙ୍କ ପାଇଁ ପାଣି ଓ ଓଆରଏସ ବ୍ୟବସ୍ଥା