ଭୂମିକମ୍ପରେ_ମିଆଁମାରରେ_୨୫ ମୃତ

ଭୂମିକମ୍ପରେ_ମିଆଁମାରରେ_୨୫ ମୃତ

ଭୂମିକମ୍ପରେ_ମିଆଁମାରରେ_୨୫ ମୃତ
-ଥାଇଲାଣ୍ତ ଓ ମିଆଁମାରରେ ଭୟଙ୍କର ଭୂମିକମ୍ପ
-ଭୂମିକମ୍ପ ଯୋଗୁଁ ମିଆଁମାରରେ ୨୫ ଜଣଙ୍କ ମୃତ୍ୟୁ
-ଥାଇଲାଣ୍ତ ରାଜଧାନୀ ବ୍ୟାଙ୍କକ୍‌ରେ ଏମର୍ଜେନ୍ସି ଜାରି
-ବ୍ୟାଙ୍କକ୍‌ରେ ଭୂମିକମ୍ପରେ ୩ ଜଣଙ୍କ ମୃତ୍ୟୁ
-ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୯ ରେକର୍ଡ.