ଥାନା ହାଜତ ରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ଚୌଦ୍ୱାର ଅଞ୍ଚଳ ରେ ଏବେ ଉଠୁଛି ପଡୁଛି

ଥାନା ହାଜତ ରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ଚୌଦ୍ୱାର ଅଞ୍ଚଳ ରେ ଏବେ ଉଠୁଛି ପଡୁଛି

 ଥାନା ହାଜତ ରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ଚୌଦ୍ୱାର ଅଞ୍ଚଳ ରେ ଏବେ ଉଠୁଛି ପଡୁଛି | ଏକ ମୃତ୍ୟୁ ଘଟଣା ଟି ଘଟିଛି l ମୃତକ ଜଣକ ହେଲେ ଦେଙ୍କନାଳ ଜିଲ୍ଲା ଭାପୁର ଥାନା କୋରଙ୍ଗା ଗ୍ରାମ ରସାନନ୍ଦ ନାୟକ ଙ୍କୁ ଚୋରି ଘଟଣା ରେ ସମ୍ପୃକ୍ତ ଥିବା କହି ସନ୍ଦେହରେ ଉଠାଇ ଆଣି ଥାନାର ପଛ ପଟେ ଘରେ ରଖି ଥିଲେ କାରଣ ଥାନା ଭିତରେ କଣ୍ଟ୍ରର୍ସନ କାମ ଚାଲୁ ଥିବା ବେଳେ ତାକୁ ପଛପଟେ ଘରେ ରଖି ଥିଲେ l ପ୍ରକୁତ ଚୋରଦୋଷୀକୁ କୁ ନପାଇ ସନ୍ଦେହରେ ଧରି ଆଣିଥିବା ବ୍ୟକ୍ତି ଙ୍କୁ ଦୋଷୀ ମାନିବାକୁ ବାଧ୍ୟ କରି ପ୍ଲାଷ୍ଟିକ ପାଇପରେ ମାରଣା ଆତ୍ମକ ଭାବେ ମାରି ଥିଲେ ତିନିଜଣ ପୋଲିସ ବାବୁ ମାନେ ଯାହା ସୂଚନା ମିଳୁଛି ଜେ ପ୍ରଥମେ ସରସ୍ୱତୀ ସାହୁ ମ୍ୟାଡମ ପ୍ଲାଷ୍ଟିକ ପାଇପରେ ମାରିବା ଆରମ୍ଭ କରି ଥିଲେ ଗଣି ଗଣି ଶହେ ପାହାର ଦେହ ସାରା ଆଉ ଅନ୍ୟମାନେ ମଧ୍ୟ ଗଣି ଗଣି ଅନେକ ପ୍ରହାର କରି ଚାଲି ଥିଲେ ତେଣୁକରି ସେଥି ପାଇଁ ସେଇ ବ୍ୟକ୍ତିଙ୍କର ମୃତୁ ବରଣ ହୋଇ ଥିଲା ଏହି ମୃତୁ କୁ ଲୁଚାଇବା ପାଇଁ ଥାନାରେ ଥିବା ସମସ୍ତ ଅଧି କାରି ବସି ଏକ ନୂତନ ସୁକଳ୍ପିତ କାହାଣୀ ରଚନା କରି ପବ୍ଲିକରେ କିଛି ଦଲାଲ ଅଣ ସାମ୍ବାଦିକ ଙ୍କ ମାଧ୍ୟମରେ ପ୍ରଚାର କରି ଥିଲେ ସେଥି ମଧ୍ୟ ରୁ (1) ରୁଦ୍ରାଶିଷ ନାଥ (2) ଖିରୋଦ ପରିଡା ଆଉ ତିନି ଜଣ ସହଯୋଗୀ ଅଛନ୍ତି ସେମାନଙ୍କ ମାଧ୍ୟମରେ ଏହି ଆଈ ଆଈସି iic ବାବୁ ଚୋର କାର ବାର ରେ ପଇସା ପତ୍ର ଏମାନଙ୍କ ମାଧ୍ୟମରେ ଡିଲ ହୋଇ ବାବୁଙ୍କ ପକେଟରେ ପଶେ ତେଣୁକରି ଆଉ ଯିଏ ସୋର ଉତଳନ ବା ବାଧକ ସାଜେ ତାହାର ବେଳା ଖରାପ ପଡ଼ିଯାଏ l କିନ୍ତୁ ଏହି ମୃତୁ ଘଟଣା କୁ ନେଇ ନିଲମ୍ବିତ ହେଲେ ଚୌଦ୍ୱାର iic ଆଈ ଆଇସି ରୁ ପ୍ରମୋସନ ପାଇଁ ଏସିପି ହୋଇ ଥିଲେ କିନ୍ତୁ ତାଙ୍କୁ ଅନ୍ୟତ୍ର ଜାଗାକୁ ଯିବା ର ଥିବା ବେଳେ ପଠା ଯାଇ ନ ଥିଲା କାରଣ ତାଙ୍କ ନାମରେ ବହୁ କେଳେଙ୍କେରୀ ରେ ଲିପ୍ତ ଥିବା ର ଅଭିଯୋଗ ଥିବା ବେଳେ ଅନ୍ୟ ଜାଗାକୁ ନପଠାଇ ପୁଣି ଚୌଦ୍ୱାର ଥାନାରେ ରହି iic ଭାବେ ଦାୟିତ୍ୱ ରେ ରହି କାର୍ଯ୍ୟ କରୁ ଥିଲେ ବିଶ୍ୱ ରଞ୍ଜନ ସାହୁ | ସବୁ ବେଳେ ସମାନ ସମୟ ନଥାଏ କାରଣ ଭାଗବାନଙ୍କର ବିଡ଼ମ୍ବନା ଏହା ପ୍ରକୃତ ଦୋଷୀ ଦଣ୍ଡ ପାଇବା ଆବଶ୍ୟକ କିନ୍ତୁ ନିର୍ଦୋଷ ଦୋଷୀ ହେଉଛି ଏବଂ ମୃତୁ ବରଣ କରୁଛି ଏହି ଘଟଣାର ମୁଖ୍ୟ ଅଭିନେତ୍ରୀ ବା କହିବାକୁ ଗଲେ ପ୍ରଥମ ଖଳନାୟିକା ସରସ୍ବତୀ ସାହୁ ଖସି ଯାଇ ଛନ୍ତି ତାଙ୍କର ନାମ କାହିଁକି ଆସୁ ନାହିଁ ସାଧାରଣ ରେ ଜୋର ଚର୍ଚା ବିଷୟ ପାଲଟିଛି l ବା ଆଲୋଚନା ମଧ୍ୟ ଜୋର ସୋର ଚାଲିଛି l ସେଇ ବ୍ୟକ୍ତି ଙ୍କୁ ମରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି | କିନ୍ତୁ ଆଉ ମଜ ଚୌଦ୍ୱାର ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ରେ ମହା ରାଣୀଙ୍କର ଜୋର ଜବରଦସ୍ତ ଦାଦାଗିରି କରି ଅସୁ ଥିବାର l କିନ୍ତୁ ପଞ୍ଚାୟତ ବାସୀ ବହୁ ଭୟଭିତ ରେ ରହୁ ଛନ୍ତି ଏପର୍ଯ୍ୟନ୍ତ ବୋଲି ମଧ୍ୟ ଯାହା ସୂଚନା ମିଳୁଛି l କାରଣ ନେସନାଲହାୱ ରୋଡ଼ କଡ଼ରେ ଗ୍ରାମାଞ୍ଚଳ ଏବଂ ଚୌଦ୍ୱାର ହୋଇ ଥିବାରୁ ଏହି ଅଞ୍ଚଳରେ ବିଭିନ୍ନ ଶିଳ୍ପକେନ୍ଦ୍ର ଗଢି ଉଠିଛି ଆଉ ମଧ୍ୟ ଚୋରା କାର ବାର ର ପେଣ୍ଠ ସ୍ଥଳୀ ହୋଇଛି l ଏହି ଚୌଦ୍ୱାର ଥାନାକୁ ଯିଏ ଥରେ ଆସିଲା ସିଏ ଏହି ଥାନାରୁ ଯିବା ପାଇଁ ନାରାଜ ତେଣୁକରି ମ୍ୟାଡମ କଟକରୁ ଆସି ଚୌଦ୍ୱାର ରେ ତାଙ୍କ ପତ୍ତିଆରା ଜମାଇଛନ୍ତି ତେଣୁକରି ମ୍ୟାଡମ ଙ୍କ କଥା ନ ମାନିଲେ ଆଜ୍ଞା ଦାତ୍ରୀନାହିଁ l କିନ୍ତୁ ସରସ୍ୱତୀ ମ୍ୟାଡମ ବହୁ ବ୍ୟକ୍ତି ଙ୍କୁ ମିଛ କେଶରେ ଭିତରକୁ ଯିବା ପାଇଁ ବ୍ୟବସ୍ଥା କରନ୍ତି l ଏହି ବିଷୟକୁ ନେଇ ଚୌଦ୍ୱାର ଅଞ୍ଚଳରେ ଆଈ ଆଈସି ବିତାଡିତ ହେଲେ କିନ୍ତୁ ତାଙ୍କର ସହ ଯୋଗୀ ରହି ଗଲେ କେମିତି ଏହି ମ୍ୟାଡମ ଯିବେ କେବେ ଚର୍ଚ୍ଚl ର ବିଷୟ ପାଲଟିଛି l ସମୟ କହିବ ସରସ୍ୱତୀ ମ୍ୟାଡମ ଙ୍କ କୁ ପ୍ରଭାବରୁ ମୁକ୍ତି ମିଳିବ କେବେ l byt,,,,,,ସ୍ତ୍ରୀ Byt,,,,,,,ଭାଇ କଟକ ରୁ,,,,,,,,,,,,,,ପ୍ରଦୀପ ରାଜ ଙ୍କ ରିପୋଟ