ପାକ୍‌ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍ ବ୍ଲକ !

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍ ବ୍ଲକ ! -ପାକିସ୍ତାନ ବିରୋଧରେ ଭାରତର ବଡ଼ ସାଇବର ଆଟାକ୍ -ପହଲଗାମ୍‌ ଆତଙ୍କୀ ହମଲାକୁ ନେଇ ଭାରତର ସାଇବର ଆଟାକ୍‌ -ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍ ବ୍ଲକ -ସରିଫଙ୍କ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲ୍ ବ୍ଲକ କଲା ଭାରତ -କ୍ରିକେଟର ସାହିନ୍‌ ଆଫ୍ରିଦି , ବାବର ଆଜାମ , ରିଜୱାନଙ୍କ ଇନ୍‌ଷ୍ଟା ବ୍ଲକ୍ -ପାକିସ୍ତାନର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କ ଇନ୍‌ଷ୍ଟା ମଧ୍ୟ ବ୍ଲକ୍ -ହାନିଆ ଅମିର ଏବଂ ଅଲ୍ଲୀ ଫାଜଲ୍‌ଙ୍କ ଇନ୍‌ଷ୍ଟା ଆକାଉଣ୍ଟ ବ୍ୟାନ୍‌.

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍ ବ୍ଲକ !