ଦିବ୍ୟ ଦର୍ଶନ ଆଶ୍ରମ ପରିସରରେ ସଂଗ୍ରାଳୟ ମହାଆଡ୍ମ୍ବରରେ ଉଦ୍ଘାଟନ କଲେ କେନ୍ଦ୍ର କମିଟିର ସଭାପତି ଶ୍ରୀ ରବିନ୍ଦ୍ର ମହାନ୍ତି I
ଦିବ୍ୟ ଦର୍ଶନ ଆଶ୍ରମ ପରିସରରେ ସଂଗ୍ରାଳୟ ମହାଆଡ୍ମ୍ବରରେ ଉଦ୍ଘାଟନ କଲେ କେନ୍ଦ୍ର କମିଟିର ସଭାପତି ଶ୍ରୀ ରବିନ୍ଦ୍ର ମହାନ୍ତି I
ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ବଂଶଧାରା ନଦୀ କୂଳରେ ଅବସ୍ଥିତ ଅନ୍ତରଝୋଲି ଗାଁକୁ ଲାଗିରହିଥିବା 326 ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଦିବ୍ୟ ଦର୍ଶନ ଆଶ୍ରମ ଅବସ୍ଥିତ। ଆଜି କେନ୍ଦ୍ର କମିଟିର ସଭାପତି ରବିନ୍ଦ୍ର ମହାନ୍ତି, ସଂପାଦକ କେଶବ ଶେଠୀ, ସେମିଳି ଗୁଡ଼ା ଦିବ୍ୟ ଦର୍ଶନ ଆଶ୍ରମର ପରିଚାଳକ ସୁନାରାମ ମାଝି, ଏବଂ ସହଦେଵ ମଲିକ, ଜୟପୁର ରୁ ଆସିଥିବା ଏମ୍ ନାଗ ମଣୀ, ଗୁରୁତୀର୍ଥ ଗୁଡ଼ିଆ ବନ୍ଦ ଶାଖାର ବିଦ୍ୟଦର୍ଶନ ଆଶ୍ରମର ପରିଚାଳକ ଲାଡି ଉଦୟଶଙ୍କର, ଅନ୍ତର୍ ଝୋଲି ଦିବ୍ୟ ଦର୍ଶନ ଆଶ୍ରମ ପରିଚାଳକ ଭୁଜଙ୍ଗଭାଇ ସମସ୍ତେ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ସଂଗ୍ରାଳୟ ଉଦ୍ ଘାଟନ କରିଥିଲେ କୋଣ ଅନୁକୋଣରୁ ଆସିଥିବା ଦିବ୍ୟ ଦର୍ଶନ ପରିବାର ଗୁରୁଭାଇ ଓ ଗୁରୁ ଭରଣୀ ମାନଙ୍କ ଉପସ୍ଥିତ ରେ ମହା ଆଡ୍ମ୍ବର ସହକାରେ ସଂଗ୍ରାଳୟ ଉଦ୍ ଘାଟିତ କରାଯାଇଥିଲା ଗୁରୁଙ୍କ ଜୀବନୀ ଠାରୁ ତିରୋଧାନ ପର୍ଯ୍ୟନ୍ତ ତାଙ୍କର ସଦା ବ୍ୟବହୃତ ଜିନିଷ ଏବଂ ଦିବ୍ୟଧାରାବହି, ମାସିକ ପତ୍ରିକା ଐଶର୍ଯ୍ଯବହି ଇତ୍ୟାଦି ସଂଗ୍ରାଳୟରେ ଉନ୍ନତିତ କରାଯାଇଥିଲା ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର



