ନିମ୍ବ ଗଛରୁ ୧୫ ଫୁଟ ଲମ୍ବା କିଙ୍ଗକୋବ୍ରା ଉଦ୍ଧାର.

ନିମ୍ବ ଗଛରୁ ୧୫ ଫୁଟ ଲମ୍ବା କିଙ୍ଗକୋବ୍ରା ଉଦ୍ଧାର.

ନିମ୍ବ ଗଛରୁ ୧୫ ଫୁଟ ଲମ୍ବା କିଙ୍ଗକୋବ୍ରା ଉଦ୍ଧାର ମାଲକାନଗିରି ୧୮/୦୯ କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଂଚାୟତର ଏମପି ଭି -୪୭ ଗ୍ରାମରେ ଥିବା ଏକ ନିମ୍ବ ଗଛରୁ ୧୫ ଫୁଟ ଲମ୍ବା ଏକ ବିରାଟ କିଙ୍ଗ କୋବ୍ରା ସାପ ଉଦ୍ଧାର କରାଯାଇଥିବାର ଜଣା ପଡିଛି । ସାପଟି ନିମ୍ବ ଗଛ ଉପରେ ଥାଇ ସଁ ସଁ ଗର୍ଜନ କ ଗର୍ଜନ କରିବାରୁ ଆଖପାଖରେ ଥୂବା ଲୋକମାନେ ଭୟଭୀତ ହୋଇ ଏମ.ଭି ୭୯ ବନ ବିଭାଗକୁ ଖବର ଦେଇଥିଲେ ।କାଲିମେଳ ମଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଂଚାୟତର ଏମପିଭି -४୭ ଗ୍ରାମରେ ରେ ଥିବା ଏକ ନିମ୍ବ ଗଛରୁ ଫୁଟ ଲମ୍ବା ଏକ ବିରାଟ କିଙ୍ଗ କୋବ୍ରା ସାପ ଉଦ୍ଧାର କରାଯାଇଛି। ସାପଟି ନିମ୍ବ ଗଛ ଗଛ ଉପରେ ଥାଇ ସଁ ସଁ ଗର୍ଜନ କରି କରିବାରୁ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇ ଏମ.ପି ଭି ୭୯ ବନ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ବନ ବିଭାଗ କର୍ମଚାରୀମାନେ ସାପ ଧରାଳି ସହାୟତାରେ ବହୁ କଷ୍ଟରେ ଗଛ ଉପରୁ ସାପଟିକୁ ଧରିବାରେ ସଫଳ ହୋଇଥିଲେ । ଏହି ସାପଟି ନିକଟସ୍ଥ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଗାଁ ଭିତରେ ଥିବା ନିମ୍ବ ଗଛରେ ଚଢି ଯାଇ ସୂଚନା ମିଳିଛି। ସାପଟିର ଲମ୍ବା ପ୍ରାୟ ୧୫ ଫୁଟ୍ ରୁ ଅଧିକା ହୋଇଥିବା ବେଲେ ଶରୀର ସାରା କଳା ପଟା ଦାଗ ରହିଥ‌ିବାର ଦେଖୁବାକୁ ମିଳିଛି । ପଶୁ ଡାକ୍ତର ଙ୍କ ଦ୍ଵାରା ସାପଟିର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ନିକଟସୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଜଣା ପଡିଛି । ସାପଟିକୁ ଦେଖୁବାକୁ ଶହ ଶହ ଲୋକ ଏକାଠି ହୋଇ ଥିବା ସୂଚନା ମିଳିଛି । ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର