ଆଠ ଲକ୍ଷ୍ୟ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଦୁଇ ACM କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି .

ଆଠ ଲକ୍ଷ୍ୟ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଦୁଇ ACM କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି .
.ମାଲକାନଗିରି ପୋଲିସ ।କୋରାପୁଟ ରୁ ଖସିଲେ ହେଲେ ମାଲକାନଗିରି ପୋଲିସ ହାତରେ ଧରା ପଡିଲେ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସୋଡ଼ିଗୁଡା ନିକଟରୁ ଦୁଇ ହାର୍ଡକୋର ମାଓବାଦୀ ଗିରଫ । ଗିରଫ ମାଓବାଦୀ ନାଁ ରାକେଶ ଏବଂ କେଶା କବାସି । ଏମାନେ ମାଓବାଦୀଙ୍କ AOB ଅର୍ଥାତ୍ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଗିରଫ ଦୁଇ ମାଓବାଦୀଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ଦୁଇଟି ରିଭଲଭର ଜବତ କରିଛନ୍ତି ସୁରକ୍ଷା କର୍ମୀ ।ଦୁଇ ଜଣଙ୍କ ନାଁ ରେ ଚାରି ଚାରି ଲକ୍ଷ ଟଙ୍କାର ପୁରସ୍କାର ଥିଲା ।DVF ଜବାନ ଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି .