ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ରେ ଏକ ପେଡ ମା କେ ନାମ ପାଳିତ ଓ ଗ୍ରାମାଞ୍ଚଳ ଥାନା ର ଆଇଆଇସି ଶ୍ରୀକାନ୍ତ ବାରିକ ୫୦ ରୁ ଉର୍ଦ୍ଧ୍ବ ଗଛ ଲଗାଇଲେ।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ରେ ଏକ ପେଡ ମା କେ ନାମ ପାଳିତ ଓ ଗ୍ରାମାଞ୍ଚଳ ଥାନା ର ଆଇଆଇସି ଶ୍ରୀକାନ୍ତ ବାରିକ ୫୦ ରୁ ଉର୍ଦ୍ଧ୍ବ ଗଛ ଲଗାଇଲେ।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ରେ ଏକ ପେଡ ମା କେ ନାମ ପାଳିତ ଓ ଗ୍ରାମାଞ୍ଚଳ ଥାନା ର ଆଇଆଇସି ଶ୍ରୀକାନ୍ତ ବାରିକ ୫୦ ରୁ ଉର୍ଦ୍ଧ୍ବ ଗଛ ଲଗାଇଲେ। ଗତ ବର୍ଷ ପରି ଚଳିତ ବର୍ଷ ସମଗ୍ର ଦେଶରେ ଜୁନ ୫ ତାରିଖ ରୁ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଏକ ପେଡ ମା' କେ ନାମ ଏକ ପର୍ୟ୍ଯାବରଣ ଅଭିଯାନ ହୋଇଥାଏ ଏହି ଅଭିଯାନ ରେ ସାରା ଦେଶ ରେ ବୃକ୍ଷ ରୋପଣ କରାଯାଏ।ଏହି ବର୍ଷ ଏକ ପେଡ ମା କେ ନାମ ଅଭିଯାନ ରେ 10 କୋଟି ବୃକ୍ଷ ରୋପଣ କରାଯିବ ବୋଲି ଆକଳନ କରାଯାଇଛି।ଏହି କ୍ରମ ରେ ଆମ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ଗ୍ରାମାଞ୍ଚଳ ଥାନା ରେ ଏକ ପେଡ ମା' କେ ନାମ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି।। ଜସ୍ବସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଆହ୍ୱାନ କୁ ଗ୍ରହଣ କରି "ଏକ ପେଡ ମା କେ ନାମ ୨.୦ " କୁ ସଫଳ କରିବା ପାଇଁ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ର ଆଇଆଇସି ଶ୍ରୀକାନ୍ତ ବାରିକ ଓ ଥାନା ର ସମସ୍ତ ଅଫିସର ଓ ଷ୍ଟାଫ ଯୋଗ ଦେଇ ଆଇଆଇସି ଙ୍କୁ ୫୦ ରୁ ଉର୍ଦ୍ଧ୍ବ ଗଛ ଲଗାଇବାରେ ସହଯୋଗ କରିଥିଲେ । ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା