ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ଲୋକପ୍ରିୟ ଥାନା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ଲୋକପ୍ରିୟ ଥାନା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳର ଲୋକପ୍ରିୟ ଥାନା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ବାରିକ ଙ୍କ ସଭାପତିତ୍ବ ରେ ସାଇବର ସଚେତନତା ଶିବିର । ଓଡିଶା ର ଜନପ୍ରିୟ ସରକାର ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରୁ ସାଇବର ଠକାଏ ରୋକିବା ପାଇ ସାରାଓଡିଶା ରେ ଗୃହ ବିଭାଗ ଜରିଆରେ ସାଇବର ଠକାଇ ରୋକିବା ପାଇ ପ୍ରତିଥାନ iic ଙ୍କ ସଂଯୋଜକ ରେ ସଚେତନ କାର୍ଯ୍ୟକ୍ରମ କରାଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା ପାଳ ଓ ଜିଲ୍ଲା ଅଧିକାରୀ ଙ୍କ ସହାୟତା ରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ଙ୍କ ସଭାପତିତୂ ରେ ୟୁ କେ ମହାବୀର ମହାବିଦ୍ୟାଳୟ ପରିସର ରେ ସାଇବର ରୋକିବା ପାଇ ଏକ ସଚେତନେତା ସଭା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ସାଇବର ଉପରେ ଥାନା ଅଧିକାରୀ ସରକାର ଙ୍କ ଗୃହ ବିଭାଗ ର ସାଇବର ସଚେତନତା ର ବହୁ ଶିକ୍ଷଣୀୟ ବାର୍ତା ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଶ୍ରୀମନ୍ତ ଉପାଧ୍ୟାୟ,ସଂସାରଫଳ ସରପଞ୍ଚ ଙ୍କ ପ୍ରତିନିଧି ଯୁବ ନେତା ସୁଶାନ୍ତ ସାମନ୍ତରାୟ, ସମିତି ସଭ୍ୟ ପର୍ଶୁରାମ ବେହେରା,ଧ୍ରୁବ ଅର୍ଣ୍ଣ ପୂର୍ଣ୍ଣା ସେବା ଓ କାଳ ପରିଷଦ ର ସଭାପତି ତଥା ସୋସିଆଲ ଅଡିଟ ରାଜ୍ୟ ୟୁନିଟ ର ରାଜ୍ୟ ସମ୍ପାଦକ ନଳିନୀ କାନ୍ତ ସ୍ୱାଇଁ ସରକାର ଙ୍କ ସାଇବର ସଚେତତା, ଅନେକ ଗୁରୁତ୍ୱ ପୂର୍ଣ୍ଣ ବାର୍ତା ପ୍ରଦାନ କରିଥିଲେ ଅଧ୍ୟାପକ ସବ୍ୟସାଚୀ ତ୍ରିପାଠୀ ଶୁଭ କାନ୍ତ ନାୟକ ଅରୁଣ ଦାଶଦିଲ୍ଲୀପ ମହାପାତ୍ର, ଗୈରାଗ ପଣ୍ଡା,ବଵୂବାହାନ ପାତ୍ର ପୁଷ୍ପକ ବେହେରା ରଶ୍ମିରlଣୀ,ପ୍ରଧାନ ଦିପ୍ତି ମୟୀ ପାତ୍ର,ଝିଲି ମହାରଣା,ଯୁବ ସମାଜ ସେବିତଥା 17ନମ୍ବର ଜ଼ିଲ୍ଲା ପରିଷଦ ଜୋନ ର ମଣ୍ଡଳ ସଭାପତି ସ୍ୱlଗତ ଦାଶ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଛାତ୍ରଛାତ୍ରୀ ଅଂଚଳ ର ବହୁ ସମାଜ ସେବି ସାମିଲୀ ହୋଇଥିଲେ ଏହି କାର୍ଯ୍ୟକ୍ରମ କୁ ଥାନାର ଅନ୍ୟ ତମ ଅଧିକାରୀ ରଞ୍ଜନ କୁମାର ମହାବିଦ୍ୟାଳୟ ର କର୍ମଚାରୀ ଗୁରୁଚରଣ ବରାଳ, ସୁରେନ୍ଦ୍ର ପଣ୍ଡା, ସୁଧୀର ଜେନା, ପରିଚାଳନା କରିଥିଲେ ଶେଷରେ ଅଧ୍ୟାପକ ଅରୁଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା