ମୃତକଙ୍କ_ପରିବାରକୁ_୧_କୋଟି_ଦେବ_ଟାଟା .

ମୃତକଙ୍କ_ପରିବାରକୁ_୧_କୋଟି_ଦେବ_ଟାଟା
-ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା
-୧ କୋଟି ଲେଖାଏଁ ସହାୟତା ଘୋଷଣା କଲା ଟାଟା ଗ୍ରୁପ୍.
-ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରତିଶ୍ରୁତି
-କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ପ୍ରତିଶ୍ରୁତି