ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କ ପାଖରେ ଆଦୃତ ହୋଇଛି ସାପ୍ତାହିକ ଖବରକାଗଜ ବିଶେଷ ଖବର ।
ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କ ପାଖରେ ଆଦୃତ ହୋଇଛି ସାପ୍ତାହିକ ଖବରକାଗଜ ବିଶେଷ ଖବର ।
କେନ୍ଦ୍ରାପଡ଼ା ୨୩.୦୮.୨୦୨୫ ସାରା ଓଡ଼ିଶା ରେ ସାପ୍ତାହିକ ଖବରକାଗଜ ବିଶେଷ ଖବର ଜନସାଧାରଣ ଙ୍କ ନିକଟରେ ଆଦୃତ ହୋଇଛି ।ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ରେ ମଧ୍ୟ ବିଶେଷ ଖବର ଖବରକାଗଜ ଜନସାଧାରଣ ଙ୍କ ନିକଟରେ ଆଦୃତ ହୋଇଛି। ପଟ୍ଟାମୁଣ୍ଡାଇ କଂଗ୍ରେସ ନେତା ରାଜ କିଶୋର ପ୍ରଧାନ କୁହନ୍ତି ବିଶେଷ ଖବର ସାପ୍ତାହିକ ଖବରକାଗଜ ମୋତେ ପଢ଼ିବା କୁ ଭଲ ଲାଗେ କାରଣ ବିଶେଷ ଖବର ଖବରକାଗଜ ସବୁ ବେଳେ ସତ୍ୟ ଘଟଣା କୁ ଓ ଦୁର୍ନୀତି ର ପର୍ଦ୍ଦାଫାଶ କରିଥାଏ।ଏହି ଖବରକାଗଜ ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କ ନିକଟରେ ଆଦୃତ ଲାଭ କରିଛି। ପଟ୍ଟାମୁଣ୍ଡାଇ ସମାଜ ସେବୀ ବ୍ରଜ ବନ୍ଧୁ ଦାଶ କୁହନ୍ତି ମୁଁ ମଧ୍ୟ ସବୁ ବେଳେ ବିଶେଷ ଖବର ଖବରକାଗଜ ପଢ଼ି ଥାଏ।ପଟ୍ଟାମୁଣ୍ଡାଇ ଏସ ୟୁ ଜେ ସାମ୍ବାଦିକ ସଂଘ ର ସଭାପତି କୁହନ୍ତି ଖୁବ୍ କମ୍ ଦିନ ଭିତରେ ବିଶେଷ ଖବର ସାପ୍ତାହିକ ଖବରକାଗଜ ପଟ୍ଟାମୁଣ୍ଡାଇ ଜନସାଧାରଣ ଙ୍କ ନିକଟରେ ବି ଆଦୃତ ଲାଭ କରିଛି ।ଆଜି ପଟ୍ଟାମୁଣ୍ଡାଇ ରେ ବିଶେଷ ଖବର ଖବରକାଗଜ ର ଏକ ମିଟିଂ ହୋଇ ଥିଲା।ଏହି କାର୍ଯ୍ୟକ୍ରମ ରେ ୨୦ ରୁ ଉର୍ଦ୍ଧ୍ବ ବିଶେଷ ଖବର ସାପ୍ତାହିକ ଖବରକାଗଜ ର ପାଠକ ଉପସ୍ଥିତ ଥିଲେ ।
ବିଘ୍ନେଶ୍ୱର ଜେନା ବିଶେଷ ଖବର ପଟ୍ଟାମୁଣ୍ଡାଇ ବ୍ଲକ ପ୍ରତିନିଧି ଓ ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି।



