ପେଟ୍ରୋଲ୍‌ ଡିଜେଲ୍‌ରେ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ.

ପେଟ୍ରୋଲ୍‌ ଡିଜେଲ୍‌ରେ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ.

*ପେଟ୍ରୋଲ୍‌ ଡିଜେଲ୍‌ରେ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ...*

*-ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି*

*-ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର*

*-ପେଟ୍ରୋଲ ଉପରେ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ ପାଇଁ ୧୩ରୁ ୩ ଟଙ୍କା ହେଲା*

*-ଡିଜେଲ୍ ଉପରେ କୌଣସି ଏକ୍ସସାଇଜ୍‌ ଡ୍ୟୁଟି ଲାଗୁ ହେବ ନାହିଁ*

*-ପୂର୍ବରୁ ଡିଜେଲ୍ ଉପରେ ଏକ୍ସସାଇଜ୍‌ ଡ୍ୟୁଟି ଥିଲା ୧୦ ଟଙ୍କା*