ବସ୍ତିରୁ ବାର୍‌ ସବୁଠି ବାଂଲାଦେଶୀ- ମନ୍ତ୍ରୀ .

ବସ୍ତିରୁ ବାର୍‌ ସବୁଠି ବାଂଲାଦେଶୀ- ମନ୍ତ୍ରୀ .

ବସ୍ତିରୁ ବାର୍‌ ସବୁଠି ବାଂଲାଦେଶୀ- ମନ୍ତ୍ରୀ .
-ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ
-‘ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ଅପରାଧ ବଢୁଛି'
-'ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ'
-'ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି'
-'ଚେକ୍‌ ଦେବାକୁ ନଗର ଉନ୍ନୟନ ଓ ଅବକାରୀ ବିଭାଗର ଆକ୍ସନ୍ ପ୍ଲାନ୍'
-'ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ'
-'ବସ୍ତିରେ ରହୁଥିବା ଅପରାଧିଙ୍କ ଘରକୁ ଭଙ୍ଗା ଯାଉଛି'.