*ବାପା ପୁଅଙ୍କ ଆତ୍ମାହୁତି ଉଦ୍ୟମ*

*ବାପା ପୁଅଙ୍କ ଆତ୍ମାହୁତି ଉଦ୍ୟମ*

*ବାପା ପୁଅଙ୍କ ଆତ୍ମାହୁତି ଉଦ୍ୟମ* -ଢେଙ୍କାନାଳ ଏସ୍‌ପି ଅଫିସ ପରିସରରେ ବାପାପୁଅଙ୍କ ଆତ୍ମାହୁତି ଉଦ୍ୟମ -ସଦର ଥାନା ଭାପୁର ଫାଣ୍ଡି ରାଣୀପାଳ ଗାଁର ବାପାପୁଅଙ୍କ ଆତ୍ମାହୁତି ଉଦ୍ୟମ -ବାପାଙ୍କ ସହ ଦ୍ବିତୀୟ ବର୍ଷ ଆଇନ୍ ଛାତ୍ରଙ୍କ ଆତ୍ମାହୁତି ଉଦ୍ୟମ -ଜମି ବିବାଦକୁ ନେଇ ପୋଲିସ ଏକପାଖିଆ ମାମଲା କରିଥିବା ଅଭିଯୋଗ -ଯାହାକୁ ନେଇ ପୋଲିସ ନିର୍ଯାତନା ଦେଉଥିବା ଅଭିଯୋଗ କରି ଏଭଳି ପଦକ୍ଷେପ -ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ ବେଳେ ବଞ୍ଚାଇଲେ କର୍ମଚାରୀ -ଘଟଣାରେ ହସ୍ତକ୍ଷେପ କରି ତଦନ୍ତ କରିବେ ବୋଲି ଏସ୍‌ପିଙ୍କ ପ୍ରତିଶ୍ରୁତି