ପଦ୍ମପୁରରେ ବିଦ୍ୟାଧରଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ।

ପଦ୍ମପୁରରେ ବିଦ୍ୟାଧରଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ।

ରାୟଗଡ଼ା ଜିଲ୍ଲା ପଦ୍ମପୁର ବିଜେପି କାର୍ଯ୍ୟକର୍ତ୍ତା ମାନେ ରାୟଗଡ଼ା ଜିଲ୍ଲା ନବ ନିଯୁକ୍ତ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧର ସବର ଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଅଛି।ଏହି ଶୋଭାଯାତ୍ରା ପଦ୍ମପୁର ସ୍ଥିତ ଜଗମୁଣ୍ଡା ଠାରୁ ଆରମ୍ଭ ହେଇ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।ଏଥିରେ ପଦ୍ମପୁର ବ୍ଲକର ପ୍ରତ୍ୟକ ଗାଁ ରୁ ସହ ସହ କର୍ମୀ ଯୋଗ ଦେଇ ଉତ୍ସାହିତ କରିଥିଲେ।ଏଥିରେ ବରିଷ୍ଠ ନେତା ଶିବ ମହାରଣା,ଯୁବନେତା ନଚିକେତା ସାହୁ,ଆଖୁସିଁ ମଣ୍ଡଳ ସଭାପତି ଗଜପତି ଶବର,ପୂର୍ବତନ ମଣ୍ଡଳ ସଭାପତି ଉତ୍ତରା ସାହୁ,ରାମ କ୍ରିଷ୍ଣା ନାଇଡୁ,ହରେକୃଷ୍ଣ ପାଢ଼ୀ,ପୂର୍ବତନ ସରପଞ୍ଚ ତ୍ରିନାଥ ଶବର,ପବନ,କିଶୋର ସାଲୁରୁ,ସରୋଜ ସାହୁ,ବିକାଶ ଦାସ,ବାବୁଲା ବିବାର,ଅଭିଳାଷ ପିରିପାକା,ପ୍ରଶାନ୍ତ ଦାସ, ଅଖିଲ,କାଲି ସାହୁଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଏହା ଆମ ପଦ୍ମପୁର ମାଟିର ପିଲା ରାୟଗଡା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବୋଲି ବୁଦ୍ଧି ଯିବି ମହଲ ରେ ମତ ପ୍ରକାଶ ରଖିଛନ୍ତି 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର