ଖୁବଶୀଘ୍ର ତୃଟିଶୂନ୍ୟ ପୁସ୍ତକ ଦିଆଯିବ। ଗଣମାଧ୍ୟମରେ ଯେତିକି ତ୍ରୁଟି ଦେଖାଯାଉଛି, ସେତିକି ହୋଇନି।

ଖୁବଶୀଘ୍ର ତୃଟିଶୂନ୍ୟ ପୁସ୍ତକ ଦିଆଯିବ। ଗଣମାଧ୍ୟମରେ ଯେତିକି ତ୍ରୁଟି ଦେଖାଯାଉଛି, ସେତିକି ହୋଇନି।

*"ଖୁବଶୀଘ୍ର ତୃଟିଶୂନ୍ୟ ପୁସ୍ତକ ଦିଆଯିବ। ଗଣମାଧ୍ୟମରେ ଯେତିକି ତ୍ରୁଟି ଦେଖାଯାଉଛି, ସେତିକି ହୋଇନି। ଗୁରୁଚଣ୍ଡାଳ ଭୁଲକୁ ସୁଧାରି ନୂଆ ବହି ଦିଆଯିବ। ବହି ବିଭ୍ରାଟ ପ୍ରସଙ୍ଗରେ ଶିକ୍ଷାବିତଙ୍କୁ ନେଇ ତ୍ରୁଟିକୁ ତର୍ଜମା କରାଯାଉଛି।"- ଏନ.ଥିରୁମାଳା ନାଏକ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ*