ମଧ୍ୟସ୍ଥତା_ପ୍ରସ୍ତାବ_ଦେଲେ_ଡୋନାଲ୍ଡ ଟ୍ରମ୍ପ -ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା .

ମଧ୍ୟସ୍ଥତା_ପ୍ରସ୍ତାବ_ଦେଲେ_ଡୋନାଲ୍ଡ ଟ୍ରମ୍ପ -ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା -ପରସ୍ପରକୁ ଆକ୍ରମଣ ବନ୍ଦ କରିବାକୁ କହିଲେ ଡୋନାଲ୍ଡ ଟ୍ରମ୍ପ. -‘ଭାରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି’ -ଶାନ୍ତି ମାଧ୍ୟରେ ବିବାଦର ସମାଧାନ ପାଇଁ ଭାରତ-ପାକିସ୍ତାନକୁ ଅପିଲ -ଆବଶ୍ୟକ ପଡ଼ିଲେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବେ କହିଲେ ଟ୍ରମ୍ପ. -‘ଉଭୟ ଦେଶକୁ ଭଲସେ ଜାଣିଛି, ଦୁଇ ଦେଶ ସହ ଆମର ଭଲ ସମ୍ପର୍କ ରହିଛି’ -ସ୍ଥିତି ନିୟନ୍ତ୍ରଣ ପାଇଁ ଯାହା ସହଯୋଗ ଆବଶ୍ୟକ କରିବି- ଟ୍ରମ୍ପ.

ମଧ୍ୟସ୍ଥତା_ପ୍ରସ୍ତାବ_ଦେଲେ_ଡୋନାଲ୍ଡ ଟ୍ରମ୍ପ -ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା .