୨୭_ବିମାନବନ୍ଦର_ବନ୍ଦ ୪୩୦_ଉଡ଼ାଣ_ବାତିଲ .

୨୭_ବିମାନବନ୍ଦର_ବନ୍ଦ ୪୩୦_ଉଡ଼ାଣ_ବାତିଲ . -ଅପରେସନ ’ସିନ୍ଦୂର’: ୨୭ ବିମାନବନ୍ଦର ବନ୍ଦ, ୪୩୦ ଉଡ଼ାଣ ବାତିଲ -ମେ’ ୧୦ ତାରିଖ ଯାଏଁ ବିମାନ ବନ୍ଦର ବନ୍ଦ -ଉତ୍ତର ଓ ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ବିମାନ ବନ୍ଦର ବନ୍ଦ -ଶ୍ରୀନଗର, ଜମ୍ମୁ, ଲେହ, ଚଣ୍ଡିଗଡ଼, ଅମୃତସର ବିମାନବନ୍ଦର ବନ୍ଦ -ଲୁଧିଆନା, ପଟିଆଲା, ବଥିଣ୍ଡା, ହଲୱାରା, ପଠାନକୋଟ ବିମାନବନ୍ଦର ବନ୍ଦ -ଧର୍ମଶାଳା, ସିମଲା, ଜୈସେଲମେର୍‌, ଯୋଧପୁର, ଜମାନଗର ବନ୍ଦ -ରାଜକୋଟ, ପୋରବନ୍ଦର, କାଣ୍ଡଲା, ଗ୍ବାଲିଅର ବିମାନବନ୍ଦର ବନ୍ଦ.

୨୭_ବିମାନବନ୍ଦର_ବନ୍ଦ ୪୩୦_ଉଡ଼ାଣ_ବାତିଲ .