ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ତିନି ଜଣଙ୍କ ଜୀବନ

ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ତିନି ଜଣଙ୍କ ଜୀବନ

ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ତିନି ଜଣଙ୍କ ଜୀବନ ଅନୁଗୋଳ ଖଣ୍ଡହତା ରେ ବଡ଼ ଦୁର୍ଘଟଣା ଘଟିଛି ଅଟୋ ସହ ଧକ୍କା ଦେଲା କାର ! ଦୁର୍ଘଟଣା ରେ ତିନି ଜଣ ଙ୍କ ର ମୃତ୍ୟୁ ହେଇଥିବା ସୂଚନା ମିଳିଛି। ଅଟୋ ରେ ପାଞ୍ଚଜଣ ଥିବା ବେଳେ କାର ରେ ଦୁଇ ଜଣ ଥିଲେ। ଦୁର୍ଘଟଣା ପରେ ବିଲ ଭିତରକୁ ପଶି ଯାଇଥିଲା ଉଭୟ ଗାଡ଼ି । ଅଟୋ ଟି କାର ତଳେ ସଂପୂର୍ଣ୍ଣ ଭାବେ ଚାପି ହେଇ ଯାଇଥିଲା । ଆହତ ଙ୍କୁ ନିକଟ ମେଡିକାଲ କୁ ନେଇକି ସେଠୀ ଚିକିତ୍ସା ଯୋଗାଇ ଦିଆ ଯାଇଛି। ମୃତକ ହେଲେ ଅଟୋ ଚାଳକ ମଣ୍ଟୁ ମୁଦୁଲି,ବଂଶୀଧର ସେଠୀ ଓ କମଳା ସେଠୀ। ଗୁରୁତର ହେଲେ ସୁନୀତା ସେଠୀ ଓ ତାଙ୍କର ୧୨ବର୍ଷର ପୁଅ ।ସମସ୍ତେ ରସୁଳ ଥାନା କରନ୍ଦା ଗାଁ ର ହୋଇଥିବା ଜଣା ପଡିଚି। ଅନୁଗୁଳ ଜିଲ୍ଲା ପ୍ରତିନିଧି ପାର୍ବତୀ ସାହୁଙ୍କ ରିପୋର୍ଟ ବିଶେଷ ଖବର |