ମା ମର୍କମା ମହାବିଦ୍ୟାଳୟ ର ହର ଘର ତ୍ରିରଙ୍ଗା ପାଳିତ  I

ମା ମର୍କମା ମହାବିଦ୍ୟାଳୟ ର ହର ଘର ତ୍ରିରଙ୍ଗା ପାଳିତ  I

ମା ମର୍କମା ମହାବିଦ୍ୟାଳୟ ର ହର ଘର ତ୍ରିରଙ୍ଗା ପାଳିତ  I

ଆଦ୍ୟତା,୧୩/୮/୨୦୨୫ ରିଖ ମାର୍କାମ ମହାବିଦ୍ୟାଳୟ ତରଫୋରୁ ହର ଘର ତ୍ରିରଙ୍ଗା କାର୍ଯ କ୍ରମ ପାଳିତ ହୋଇଯାଇଛି, ଓଡ଼ିଶା ସରକାରଙ୍କ ଏହା ଏକ ପ୍ରୟାସ କାର୍ଯ କ୍ରମ ଅଟେ, ମହାବିଦ୍ୟାୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ତ୍ରିରଙ୍ଗା ପତାକା ଧରି ସ୍ଲୋଗାନ ଉଚାରଣ କରି ମହାବିଦ୍ୟାୟ ର ପରିସରୋରୁ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ, ତ୍ରିରଙ୍ଗା ସମ୍ମାନ ଦେଶର ସମ୍ମାନ, ଆମ ପ୍ରଗତି ଦେଶର ଉନ୍ନତି, ବନ୍ଦେ ମାତରଂ ଧ୍ବନିରେ ପ୍ରକମ୍ପିତ କରି ଛାତ୍ର ଓ ଛାତ୍ରୀ ମାନେ ଶୋଭାଯାତ୍ରା କରିଥିଲେ, ଗ୍ରାମ ବାସୀ ମାନେ ମଧ୍ୟ ଛାତ୍ର ଛାତ୍ରି ମାନଙ୍କୁ ଏଥିରେ ସହଯୋଗ କରିଥିଲେ, ପୋଲିସ ର ସକ୍ରିୟ ସହଯୋଗ ଦ୍ଵାରା ଏହି କାର୍ଯ କ୍ରମ ସମାପନ କରାଯାଇଥିଲା, ପ୍ରିନ୍ସିପଲ୍ ଡକ୍ଟର ଅଶ୍ଵିନୀ କୁମାର୍ ପଣ୍ଡା, ଅଧ୍ୟାପକ ନିରଞ୍ଜନ ପାଢ଼ୀ, ବିନନ୍ତ ଦଙ୍ଗିରି, ଅନେଶ ଯାଦବ, ଲିପ୍ସା ରାଣୀ ପଣ୍ଡା, ବୃନ୍ଦାବନ ସାହୁ, ଶୁଚିଶ୍ମିତ ନାୟକ, ଦୀପ୍ତି ରାଣୀ ମିଶ୍ର, ତୃପ୍ତି ରାଣୀ ଦଣ୍ଡସେନା, ଏନ୍, ସି ସି ର କ୍ୟାପଟେନ ବି ରବିଶଙ୍କର ଅଧ୍ୟାପକ ସନ୍ୟୟ କୁମାର୍ ତ୍ରିପାଠୀ, ତୁଷାରକାନ୍ତି ନାୟକ ଙ୍କ ଦ୍ଵାରା ଏହି କାର୍ଯ କ୍ରମ ସୁରୁ ଖୁରୁରେ ହୋଇଥିଲା,