'ମୁଖ୍ୟମନ୍ତ୍ରୀ_ଅବଗତ_ଅଛନ୍ତି, ପଦକ୍ଷେପ_ନେବେ'

'ମୁଖ୍ୟମନ୍ତ୍ରୀ_ଅବଗତ_ଅଛନ୍ତି, ପଦକ୍ଷେପ_ନେବେ' -ଦୀଘା ମନ୍ଦିର ବିବାଦକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ପ୍ରତିକ୍ରିୟା -ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କହିଲେ କେଭି ସିଂହଦେଓ -'ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି, ପରବର୍ତ୍ତୀ ପଦକ୍ଷେପ ନିଆଯିବ' -'ଦେଶରେ ୪ ଧାମ ଅଛି, ଏହା ବାଦ୍ ଆଉ ଧାମ କରିବା ଠିକ୍ ନୁହେଁ' -'ଜଗନ୍ନାଥ ଧାମ କେବଳ ପୁରୀରେ, ଆଉ କେଉଁଠି ହୋଇପାରିବନି .

'ମୁଖ୍ୟମନ୍ତ୍ରୀ_ଅବଗତ_ଅଛନ୍ତି, ପଦକ୍ଷେପ_ନେବେ'