ସୁଭଦ୍ରାରୁ_୧_ଲକ୍ଷ_୮୩_ହଜାର_୭୮୫_ବାଦ୍‌ .

ସୁଭଦ୍ରାରୁ_୧_ଲକ୍ଷ_୮୩_ହଜାର_୭୮୫_ବାଦ୍‌ .

ସୁଭଦ୍ରାରୁ_୧_ଲକ୍ଷ_୮୩_ହଜାର_୭୮୫_ବାଦ୍‌.
ସୁଭଦ୍ରା ୧ମ ଓ ୨ୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଉତ୍ତର
ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା’
‘୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ’
‘ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି’
‘ପ୍ରଥମ କିସ୍ତିରେ ସରକାର ୫ ଜହାର ୩୨ କୋଟି ୯୩ ଲକ୍ଷ ଦେଇଛନ୍ତି’
‘ଦ୍ବିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ପ୍ରଦାନ କରିଛନ୍ତି’