ସେଲେଟେରୀ ଛକ ଇନ୍ଦ୍ରାଣୀ ମହିଳା ଉଚ୍ଚବିଦ୍ୟା ଳୟ .

ସେଲେଟେରୀ ଛକ ଇନ୍ଦ୍ରାଣୀ ମହିଳା ଉଚ୍ଚବିଦ୍ୟା ଳୟ .

ସେଲେଟେରୀ ଛକ ଇନ୍ଦ୍ରାଣୀ ମହିଳା ଉଚ୍ଚବିଦ୍ୟା ଳୟ
,ଆଜି ଏକ ନୂତନ ସମସ୍ୟା ର ସୃଧୃଢ ଭାବରେ ସମାଧାନ କରିବା ପାଇଁ ବିଭିନ୍ନ ଥାନା iic ଙ୍କ ପଦକ୍ଷେପ ଦେଖିବାକୁ ମିଳିଛି l ଏବେ ସରକାରଙ୍କ ନିର୍ଦେଶ କ୍ରମେ ନିଶାଦ୍ରବ୍ୟ ଭାବେ ବେବହାର ହେଉଥିବା ପାନ ମସଲା ଗୁଟକା ଗୁଡିକୁ ସ୍କୁଲ ଓ କଲେଜ ପାର୍ଶ୍ଵରେ ନିଶା ଦ୍ରବ୍ୟ ବେବହାର କରୁ ଥିବା 15 ଏବଂ 16 ବର୍ଷ ରଛୋଟ ଛୋଟ  ପୁଅ ଏବଂ 22 ବର୍ଷ ରୁ ଉର୍ଦ୍ଧ ବୟସ୍କ  ବ୍ୟକ୍ତି ମାନେ କିପରି ନିଶା ଖାଇବାର ଅଭ୍ୟାସ ରେ ପରିଣତ ହୋଇଛନ୍ତି ନିଶା ଦ୍ରବ୍ୟ ଅଭ୍ୟାସ ହେତୁ ବହୁ ଲୋକ କ୍ୟାନ୍ସର ରେ ପୀଡିତ ହେଲେଣି ଏବଂ ବହୁ ସମସ୍ୟା ର ସମୁକ୍ଷୀନ ହେଉ ଛନ୍ତି ଏହାକୁ ରୋକିବା ପାଈଁ ସରକାରଙ୍କ ନିରର୍ଦେଶ  ଅନୁ ଯାଇ ଆଜି ଲାଲବାଗ  ଥାନା ଆଈଆଈସି ( iic ) ସୁଧାଂଶୁ ଶେଖର ଜେନା ଏବଂ ବିଡାନାସୀ  ଥାନା ଆଈଆଈସି (  iic ) ଅସିତ କୁମାର ବଲବନ୍ତ ରାଏ ଙ୍କ ଅଧ୍ୟକ୍ଷତା ରେ ଓ ମୁନିସିପାଲିଟି ର ହଲେଥ ଦୀପାଣ୍ଟମେଣ୍ଟ ର ଷ୍ଟାପ ଏବଂ ଇଂଫୋସି ର ଷ୍ଟାପ ମିଳିତ ରେ ବିଭିନ୍ନ ଦୋକାନରେ ଚଢ଼ାଉ କରା ଯାଇ ବହୁ ମୂଲ୍ୟର ଗୁଟୁଖା ଜବତ କରା ଯାଇ ଥିଲା l  
ଏହି ଘଟଣା ଟି ଆଜି କଟକ ସହର ରେ ଏକ ଭୟର ବାତା ବରଣ ସୃଷ୍ଟି କରିଛି ଏବଂ ବିଭିନ୍ନ ସାଇ ବସ୍ତି ଓ ରାସ୍ତା ଘାଟ କର ରେ ଗୁଟୁଖା ବିକ୍ରି ହେଉଥିବା ବନ୍ଦ ହୋଇଛି l କିନ୍ତୁ କିଛି ସହର ବାସୀଙ୍କ ଭିତରେ ଦୁଇ ଆଈ ଆଇସି ( iic) ଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇ ଛନ୍ତି ଗଣ ମାଧ୍ୟମରେ l ଆଗକୁ କଣ ହେବ ଗୁଟୁଖା  ବେପାରର ସମସ୍ୟା l 

କଟକ ରୁ,,,,,,,,,