ସ୍ବାମୀ_ପରେ_ସ୍ତ୍ରୀର_ମୃତଦେହ_ଉଦ୍ଧାର

ସ୍ବାମୀ_ପରେ_ସ୍ତ୍ରୀର_ମୃତଦେହ_ଉଦ୍ଧାର

ସ୍ବାମୀ_ପରେ_ସ୍ତ୍ରୀର_ମୃତଦେହ_ଉଦ୍ଧାର
-କେନ୍ଦୁଝର: ଶିକ୍ଷକଙ୍କ ମୃତଦେହ ପରେ ଶିକ୍ଷୟିତ୍ରୀ ପତ୍ନୀଙ୍କ ମୃତଦେହ ଉଦ୍ଧାର
-ସକାଳେ ଶିକ୍ଷକଙ୍କ ମୃତଦେହ ବିରିକୁଆଁ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା
-ଚମ୍ପୁଆ ଥାନା ରାମଲାରେ ନିର୍ମାଣାଧୀନ ଘରୁ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର
-ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟା ପରେ ଶିକ୍ଷକ ନିଜ ଜୀବନ ହାରିଥିବା ସନ୍ଦେହ
-ମୃତ ଶିକ୍ଷକ ପଡ଼ୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
-ମୃତ ଶିକ୍ଷୟିତ୍ରୀ ବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ
-ଗୋଟିଏ ଦିନରେ ପତିପତ୍ନୀ ମୃତଦେହ ମିଳିବାର କାରଣ ସ୍ପଷ୍ଟ ହୋଇନି.