୧୨ ବର୍ଷ ଧରି କେନ୍ଦ୍ର ଓ ୨ ବର୍ଷ ରାଜ୍ୟରେ ବିଜେପି ସରକାର ଙ୍କ ସଫଳ ତାକୁ ନେଇ ବିଧାୟକ ଙ୍କ ଦ୍ଵାରା, ବୃକ୍ଷ ରୋପଣ, ସଫେଇ କାର୍ଯ୍ୟ.

୧୨ ବର୍ଷ ଧରି କେନ୍ଦ୍ର ଓ ୨ ବର୍ଷ ରାଜ୍ୟରେ ବିଜେପି ସରକାର ଙ୍କ ସଫଳ ତାକୁ ନେଇ ବିଧାୟକ ଙ୍କ ଦ୍ଵାରା, ବୃକ୍ଷ ରୋପଣ, ସଫେଇ କାର୍ଯ୍ୟ.

୧୨ ବର୍ଷ ଧରି କେନ୍ଦ୍ର ଓ ୨ ବର୍ଷ ରାଜ୍ୟରେ ବିଜେପି ସରକାର ଙ୍କ ସଫଳ ତାକୁ ନେଇ ବିଧାୟକ ଙ୍କ ଦ୍ଵାରା, ବୃକ୍ଷ ରୋପଣ, ସଫେଇ କାର୍ଯ୍ୟ ( ଖଣ୍ଡପଡ଼ା ସହର ୧୨ ନଂ ୱାଡ଼ ଉମାଦେବୀ ମନ୍ଦିର ପରିସରରେ ମଙ୍ଗଳ ବାର ଦିନ ୧୨ ଘଣ୍ଟା ମଧ୍ୟାହ୍ନ ସମୟ ରେ ନୟାଗଡ଼ ଜିଲ୍ଲା ବିଜେପି ପ୍ରଭାରୀ , ସୁରଥ ବିଶ୍ବାଳ ,ଏସ ଆଇ ଆର କାର୍ଯ୍ୟ କାରିଣୀ ପ୍ରଭାରୀ ସସ୍ମିତା , ବିଜେପି ମଣ୍ଡଳ କାର୍ଯ୍ୟକାରି ସଦସ୍ୟମାନେ ଯୋଗଦାନ ଦେବା ସହ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ଓ ସମାଜସେବୀ ଯୁବ ସଙ୍ଗଠକ ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଖଣ୍ଡପଡ଼ା ବିଧାୟକ ଇଂଦୁଷ୍ମନ୍ତ କୁମାର ସ୍ବାଇଁ ମାଁ ଉମାଦେବୀ ପରିସର କୁ ସଫା କରିବା ସହ ସରସ ସୁନ୍ଦର ମନ୍ଦିର ପିଠ ର ଉନ୍ନତି ପାଇଁ ବିଧାୟକ ମାଙ୍କ ପୀଠା ରେ ସମସ୍ତ ଜଣ ସାଧା ରଣ କୁ ପ୍ରତି ଶ୍ରୁତି ଦେଇ ଥିଲେ (ବିଶେଷ ଖବର ନୟାଗଡ଼ ଜିଲ୍ଲା ସ୍ଵନ୍ତ୍ର ତ୍ର ପ୍ରତି ନିଧି ସୁପ୍ରିୟା ଦାଶ )