*୪.୮୮ ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ*

*୪.୮୮ ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ*

*-୯ ଜିଲ୍ଲାର ୪ ଲକ୍ଷ ୮୮ ହଜାର ଗୃହପାଳିତ ପଶୁ ବନ୍ୟା ପ୍ରଭାବିତ*

*-ସୂଚନା ଦେଲେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ*

*-୫୮ ଭେଟେନାରୀ ଟିମ୍ ନିୟୋଜିତ , ୨୪୫ ସ୍ଥାନରେ ସ୍ବାସ୍ଥ୍ୟ କ୍ୟାମ୍ପ*

*-୧୫ ହଜାର ପଶୁଙ୍କୁ ଚିକିତ୍ସା ସହ ୨୬୩ ମେଟ୍ରିକ୍ ଟନ୍ ଖାଦ୍ୟ ଦିଆଯାଇଛି*