କାଲି ପୁଣି ୱକ୍ଫ ଶୁଣାଣି.
*କାଲି ପୁଣି ୱକ୍ଫ ଶୁଣାଣି* *-ସୁପ୍ରିମକୋର୍ଟରେ ୱକ୍ଫ ଶୁଣାଣି ଅସମାପ୍ତ, ପୁଣି କାଲି ଶୁଣାଣି* *-କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସର୍ବୋଚ୍ଚ କୋର୍ଟ* *-ହିନ୍ଦୁ ଧାର୍ମିକ ଟ୍ରଷ୍ଟରେ ମୁସଲିମ ସ୍ଥାନ ପାଇବେ କି ନେଇ ପ୍ରଶ୍ନ କଲେ* *-ସାମ୍ବିଧାନିକ ବୈଧତା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଲେ* *-ଏହାକୁ ନେଇ ହିଂସା ବିଚଳିତ କରୁଛି କହିଲେ ପ୍ରଧାନ ବିଚାରପତି.*
