ଓଡ଼ିଶାରେ ବିଜେଡ଼ି ୩ ଫାଳ.

ଓଡ଼ିଶାରେ ବିଜେଡ଼ି ୩ ଫାଳ.

 ଓଡ଼ିଶାରେ ବିଜେଡ଼ି ୩ ଫାଳ* *ଜାଣି ନିଅନ୍ତୁ କ୍ରିଷ୍ଟାଲ କ୍ରାଉନ୍ ହୋଟେଲ ବୈଠକରେ କେଉଁ ବରିଷ୍ଠ ନେତା ସାମିଲ ଥିଲେ ଶଶିଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା,* *ଅନଙ୍ଗ ଉଦୟ ସିଂଦେଓଙ୍କ ଭଳି ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ପ୍ରଫୁଲ ମଲ୍ଲିକ, ନୃସିଂହ ସାହୁ,* *ପ୍ରଭାତ ତ୍ରିପାଠୀ ଓ ଭୂପନ୍ଦିର ସିଂ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ ।