ଖଣ୍ଡପଡ଼ା "ସମ୍ବାଦ"ସାହିତ୍ୟଘର ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହରସ୍ଥିତ କୁସୁମୀ ନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି l

ଖଣ୍ଡପଡ଼ା "ସମ୍ବାଦ"ସାହିତ୍ୟଘର ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହରସ୍ଥିତ କୁସୁମୀ ନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି l

ଖଣ୍ଡପଡ଼ା "ସମ୍ବାଦ"ସାହିତ୍ୟଘର ପକ୍ଷରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହରସ୍ଥିତ କୁସୁମୀ ନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ରେଞ୍ଜର ଙ୍କ ସମେତ ବନବିଭାଗ କର୍ମଚାରୀ ମାନେ ଓ ସହରର ବୁଦ୍ଧିଜୀବୀ ଓ ସମାଜସେବୀ ମାନେ ଉପସ୍ଥିତ ଥିଲେ l

ନୟାଗଡ ରୁ ସ୍ୱତନ୍ତ୍ର ଜିଲ୍ଲା ପ୍ରତିନିଧି ସୁପ୍ରିୟା ଦାସ ଙ୍କ ରିପୋର୍ଟ ବିଶେଷ ଖବର