ଗାଡ଼ି ଓଲଟି ଗୋରୁ ସହ ଡ୍ରାଇଭର ମୃତ...
ଗାଡ଼ି ଓଲଟି ଗୋରୁ ସହ ଡ୍ରାଇଭର ମୃତ... -ଭଦ୍ରକ: ଗାଡ଼ି ଓଲଟି ୩ ଗୋରୁ ସହ ପିକଅପ୍ ଡ୍ରାଇଭର ମୃତ -ଅସୁରାଳି ବିଜାରେ କଲର୍ଭଟକୁ ପିଟି ଓଲଟିଲା ଗୋରୁ ଭର୍ତ୍ତି ପିକଅପ୍ -ଧୁସୁରୀ ପୋଲିସ ପିଛା କରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା -ସରକାରନଗରରେ ଆମ୍ବୁଲାନ୍ସରୁ ୬ ଗୋରୁ ଉଦ୍ଧାର କଲା ଭଦ୍ରକ ପୋଲିସ
