ବନଖଣ୍ଡ ବିଭାଗ ଦ୍ୱାର ବିଓ ଡ଼ାଇଭରସିଟି ପାର୍କ ବଡ଼ବିଲ ଠାରେ କେନ୍ଦୁଝର ର ସାଂସଦ ଙ୍କ ଦ୍ୱାର ଉଦଘାଟନ କରାଗଲା 

ବନଖଣ୍ଡ ବିଭାଗ ଦ୍ୱାର ବିଓ ଡ଼ାଇଭରସିଟି ପାର୍କ ବଡ଼ବିଲ ଠାରେ କେନ୍ଦୁଝର ର ସାଂସଦ ଙ୍କ ଦ୍ୱାର ଉଦଘାଟନ କରାଗଲା 

ବନଖଣ୍ଡ ବିଭାଗ ଦ୍ୱାର ବିଓ ଡ଼ାଇଭରସିଟି ପାର୍କ ବଡ଼ବିଲ ଠାରେ କେନ୍ଦୁଝର ର ସାଂସଦ ଙ୍କ ଦ୍ୱାର ଉଦଘାଟନ କରାଗଲା 

କେନ୍ଦୁଝର ତ।୨। ୮।୨୦୨୫, କେନ୍ଦୁଝର ଜିଲ୍ଲା ବଡ଼ବିଲ ମୁନିସିପାଲିଟି କଲେଜ ସମୁଖରେ ଏକ ତିନ ହେକ୍ଟର ପଡିଆ ଭୂମି ଥିଲା ଯାହାକି କିଛି ଲୋକଙ୍କର ଟ୍ରକ ପର୍କିଙ୍ଗ ଜାଗା କରିଥିଲେ, ଏଠାରେ ଏକ ଗ୍ୟାରେଜ ସହିତ ଦେଶୀ ମଦ ବିକ୍ରୟ କେନ୍ଦ୍ର ଥିଲା l ଏହି ଜାଗା କୁ ବନଖଣ୍ଡ ବିଭାଗ ଦୃଷ୍ଟି ଆକର୍ଷଣ ହୋଇଥିଲା, ଯାହାକି ସେହି ଜାଗା ଖାଲଢିପ ହୋଇ ରହିଥିଲା, ଏହି ଜାଗାକୁ ବନଖଣ୍ଡ ବିଭାଗ ସମତୁଲ କରି ଗଛ ଲଗାଇବାକୁ ସ୍ଥିର କରାଯାଇ ବନଖଣ୍ଡ ବିଭାଗର ମୁଖ୍ୟ ଦି.ଧନରଜ ଙ୍କ ଉଦ୍ୟମରେ ଓ ବଡ଼ବିଲ ବନ ବିଭାଗ ମିଶି ଏହା ସଫଳ ମଣ୍ଡିତ କରିବାରେ ସକ୍ଷମ ହୋଇଥିଲେ, ଏହ ଅବସରରେ ଆଜି କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ କୁମାର ନାୟକ ଙ୍କ ଦ୍ୱାର ଉଦଘାଟନ ହୋଇ ଗଛ ଲଗାଇବା ଆରମ୍ଭ କରିଥିଲେ, ଏଠାରେ କଲେଜ ଛାତ୍ର ଛାତ୍ରୀ ମାନେ ସପୂର୍ଣ ସହଯୋଗ ଓ ପାଖାପାଖି ଲୋକ ମାନଙ୍କ ସହିତ ବନଖଣ୍ଡ ବିଭାଗ ଦ୍ୱାରା ଗଛ ଲଗାଯାଇଥିଲା l କେନ୍ଦୁଝର ସାଂସଦ କହିଥିଲେ, ଏହି ଜାଗାକୁ ସୁନ୍ଦର ପାର୍କ କରାଯିବ ତା ସହିତ ବିଭିନ୍ନ ପ୍ରକାର ଉର୍ନତ ମାନର ପାର୍କ ଉପଯୋଗୀ କରାଯିବ, ଯାହାକି   ଛାତ୍ର ଛାତ୍ରୀ,ଛୋଟ ଛୋଟ ଛୁଆ ମାନେ ଏଠାରେ ବଲାବୁଲି କରିବା ଉପଯୋଗୀ କରାଯିବ l ଏହି ଭଳି ପଦକ୍ଷେପ ପାଇଁ ବୁଦ୍ଧିଜୀବୀ ମହଲରେ ଏକ    ଖୁସି ବାତାବରଣ  ନେଇ ଆଲୋଚନା ର ବିଷୟ ଜୋର ଧରିଛି l କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ସୁଢଳ କୁମାର ସେଠୀ ଙ୍କ ରିପୋର୍ଟ ବିଶେଷ ଖବର l