ଛବି ଟି ଇସଲାମିକ ଦେଶ ବାଂଲାଦେଶର ନୁହେଁ ବରଂ ଭାରତର ପଶ୍ଚିମବଙ୍ଗରୁ ଆସିଛି। ୱାକଫ ବିଲ୍ ବିରୋଧରେ କଟର ପନ୍ଥି ମୁସଲମାନମାନେ ବିରୋଧ କରିଥିଲେ। ଅନେକ ସାର୍ବଜନୀନ ବସ୍ ଅଟକି ଯାଇଥିଲା ଏବଂ ଯାତ୍ରୀମାନଙ୍କୁ ବସରୁ ଓହ୍ଲାଇ ଜବରଦଖଲ କରାଯାଇଥିଲା।
ଛବି ଟି ଇସଲାମିକ ଦେଶ ବାଂଲାଦେଶର ନୁହେଁ ବରଂ ଭାରତର ପଶ୍ଚିମବଙ୍ଗରୁ ଆସିଛି।
ୱାକଫ ବିଲ୍ ବିରୋଧରେ କଟର ପନ୍ଥି ମୁସଲମାନମାନେ ବିରୋଧ କରିଥିଲେ।
ଅନେକ ସାର୍ବଜନୀନ ବସ୍ ଅଟକି ଯାଇଥିଲା ଏବଂ ଯାତ୍ରୀମାନଙ୍କୁ ବସରୁ ଓହ୍ଲାଇ ଜବରଦଖଲ କରାଯାଇଥିଲା।
ଏହା ପରେ ବସ୍ ଛାତ ଉପରେ ଚଢି ପାଲେଷ୍ଟାଇନ ପତାକା ଏବଂ ଇସଲାମିକ୍ ପତାକା ଉତ୍ତୋଳନ କରାଯାଇଥିଲା।
ସେଠାରେ ନା କୌଣସି ପୋଲିସ ଥିଲା ନା କୌଣସି ପ୍ରଶାସନ କେବଳ ଇସଲାମିକ କଟର ପନ୍ଥି ମାନେ ଖୋଲାଖୋଲି ଭାବେ ରାସ୍ତାରେ ଉପଦ୍ରବ ସୃଷ୍ଟି କରିଥିଲେ।
ଚିନ୍ତନ କରନ୍ତୁ ଯଦି ଏମାନଙ୍କ ସଂଖ୍ୟା କେବେ ପାଖା ପାଖି ହୋଇ ଯାଏ ହିନ୍ଦୁ ଙ୍କ ସହିତ ତାହେଲେ ହିନ୍ଦୁ ମାନଙ୍କ ଅବସ୍ଥା କଣ ହେବ??