*ଝାରସୁଗୁଡା ମୁନିସିପାଲିଟି ଚେୟାରମ୍ୟାନଙ୍କୁ ନୋଟିସ୍*
*-ଝାରସୁଗୁଡା ମୁନିସିପାଲିଟି ଚେୟାରମ୍ୟାନ ରାଣୀ ହାତୀଙ୍କୁ ଭିଜିଲାନ୍ସ ନୋଟିସ୍*
*-ଆସନ୍ତା ୮ ତାରିଖରେ ଝାରସୁଗୁଡ଼ା ଭିଜିଲାନ୍ସ ଅଫିସ୍ରେ ହାଜର ନିର୍ଦ୍ଦେଶ*
*-୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ହେରଫେର ଅଭିଯୋଗ*
*-୪୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ନେଇ ହେବ ପଚରାଉଚରା*


admin 
