*ପନିର ଅପମିଶ୍ରଣ: ବଦଳିଲେ ଖାଦ୍ୟ ସୁରକ୍ଷା ଅଧିକାରୀ*
*-ନିଆଳି ପନିର ଅପମିଶ୍ରଣ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ*
*-କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି*
*-ହରିୟାଣା ଲ୍ୟାବ୍ରୁ ପନିର୍ ଅପମିଶ୍ରଣ ରିପୋର୍ଟ ଆସିବା ପରେ ଆକ୍ସନ*
*-ନିଆଳି ଅଞ୍ଚଳର ଦାୟିତ୍ୱରେ ଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସ*
*-ଦାୟିତ୍ବରେ ଅବହେଳା ପାଇଁ ବଦଳି ନିର୍ଦ୍ଦେଶ ଦେଲେ ସରକାର*


admin 
