Editor Aug 4, 2025 2
Editor Aug 4, 2025 8
Editor Aug 3, 2025 271
Editor Aug 3, 2025 39
Editor Aug 3, 2025 1
Editor Aug 2, 2025 2
Editor Jul 25, 2025 27
Editor Jul 23, 2025 3
Editor Jun 11, 2025 26
Editor Jun 11, 2025 3
Editor May 5, 2025 4
Editor May 5, 2025 56
Editor May 5, 2025 192
Editor Apr 23, 2025 8
Editor Apr 23, 2025 4
Editor May 20, 2025 2
Editor Nov 9, 2024 9
Editor Oct 12, 2024 6
Editor Oct 12, 2024 2
Editor Oct 8, 2024 8
Editor Feb 1, 2025 5
Editor Jan 27, 2025 12
Editor Jan 26, 2025 12
Editor Nov 8, 2024 6
Editor Oct 18, 2024 13
Editor Mar 30, 2025 114
Editor Mar 27, 2025 5
Editor Mar 27, 2025 58
Editor Mar 24, 2025 128
Editor Mar 21, 2025 15
Editor Apr 6, 2025 32
Editor Feb 3, 2024 15
Join our subscribers list to get the latest news, updates and special offers directly in your inbox
ରାଜନୀତି
*ନବୀନ ପଟ୍ଟନାୟକ ମହା ମିଛ କହିଛନ୍ତି: ପ୍ରଭାତ ତ୍ରିପାଠୀ* ମିଛ କହିଛନ୍ତି ନବୀନ ପଟ୍ଟନାୟକ। ମୁଁ ବିଜେଡିରେ ନାହିଁ ସେ କହିବା ମହା ମିଛ। ଦଳ ସଭାପତି ଏଭଳି କହିବା ଭୁଲ୍। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ବିଜେଡିରେ ମୁଁ ନାହିଁ। ଦଳରେ ମୁଁ ନାହିଁ ବୋଲି ନବୀନଙ୍କୁ ଫିଡ୍ ବ୍ୟାକ ଦିଆଯାଇଛି। ୨୦୧୭ରେ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା। କେଶ୍ ବିଚାରାଧୀନ ଥିବାରୁ ମାମଲାର ରାୟ ପ୍ରକାଶ ପାଇନି। ତେଣୁ ବିଜେଡି ସଭାପତି ଉଠାଇଲେ। ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ଭାଷଣ ଦେଇଛି। ୨୦୨୦ ପରେ ଅନେକ କ୍ଷେତ୍ରରେ ଦଳ ପାଇଁ କାମ କରିଛି। ଦଳ ମୋତେ ନିୟୋଜିତ କରିଛି। ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ କାମ କରିଛି। ୨୪ ନିର୍ବାଚନ ସଭାରେ ଦ୍ବିତୀୟ କ୍ଷମତା କେନ୍ଦ୍ର ମୋତେ ପ୍ରଶଂସା କରିଛ। ମିଡ଼ ନାଇଟ ଅପରେସନରେ ପ୍ରଭାତ ତ୍ରିପାଠୀଙ୍କର ଭୂମିକା ଥିଲା କହିଛନ୍ତି। ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି କହିବା ଲୋକ ଦେଖୁଛନ୍ତି। ପ୍ରଭାତ ତ୍ରିପାଠୀ ଆହୁରି କହିଛନ୍ତି, ବିଜେଡିରେ ମୁଁ ନାହିଁ। ଦଳରେ ମୁଁ ନାହିଁ ବୋଲି ନବୀନଙ୍କୁ ଫିଡ୍ ବ୍ୟାକ ଦିଆଯାଇଛି। ୨୦୧୭ରେ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା। କେଶ୍ ବିଚାରାଧୀନ ଥିବାରୁ ମାମଲାର ରାୟ ପ୍ରକାଶ ପାଇନି। ତେଣୁ ବିଜେଡି ସଭାପତି ଉଠାଇଲେ। ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ଭାଷଣ ଦେଇଛି। ୨୦୨୦ ପରେ ଅନେକ କ୍ଷେତ୍ରରେ ଦଳ ପାଇଁ କାମ କରିଛି। ଦଳ ମୋତେ ନିୟୋଜିତ କରିଛି। ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ କାମ କରିଛି। ୨୪ ନିର୍ବାଚନ ସଭାରେ ଦ୍ବିତୀୟ କ୍ଷମତା କେନ୍ଦ୍ର ମୋତେ ପ୍ରଶଂସା କରିଛ। ମିଡ଼ ନାଇଟ ଅପରେସନରେ ପ୍ରଭାତ ତ୍ରିପାଠୀଙ୍କର ଭୂମିକା ଥିଲା କହିଛନ୍ତି। ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି କହିବା ଲୋକ ଦେଖୁଛନ୍ତି। ରାଜ୍ୟସଭା ବିଲ ପାଇଁ ହୁଇପ ନଥିଲା। ସସ୍ମିତ ପାତ୍ର କହିଛନ୍ତି ବିଲ ସପକ୍ଷରେ ଭୋଟ ଦେଇଛନ୍ତି। ଦେବାଶିଷ ଦୂରେଇ ରହିଲେ। ବିଜେଡିର ପକ୍ଷ ନେଇ ବୋଧହୁଏ ଦ୍ବିତୀୟ କ୍ଷମତା କେନ୍ଦ୍ର ସାଂସଦଙ୍କୁ କହିଥିବେ। ନବୀନ ବାବୁ ସାଂସଦଙ୍କୁ କହିନଥିବେ। ସସ୍ମିତ କହିଲେ ଜଣାପଡ଼ିବ। ୱାକଫ୍ ବିଲ୍ ପ୍ରସଙ୍ଗରୁ ନଜର ହଟାଇବା ଲାଗି ମୋତେ ଟାର୍ଗେଟ୍ କରାଯାଇଛି।
Previous Article
Next Article
Editor
Editor Jun 4, 2025 4
Editor Apr 16, 2025 10
Editor Jul 21, 2025 1
Editor May 2, 2025 249
Editor Feb 20, 2024 403
Editor Mar 25, 2025 330
Editor Jun 19, 2025 316
Editor Jun 17, 2025 202
Editor Apr 11, 2025 23
Editor Apr 10, 2025 28
Editor Apr 9, 2025 38
Editor Apr 9, 2025 11
Editor Mar 26, 2025 10
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 7
View Options