ନାରୀ ଶକ୍ତି ପାଇଁ ରଜ ର ଆକର୍ଷଣ ବଢ଼ିଛି , ବିଶ୍ୱ ଓଡ଼ିଆ ପରିବାର ମାଧ୍ୟମ ମାତ୍ର.

ନାରୀ ଶକ୍ତି ପାଇଁ ରଜ ର ଆକର୍ଷଣ ବଢ଼ିଛି , ବିଶ୍ୱ ଓଡ଼ିଆ ପରିବାର ମାଧ୍ୟମ ମାତ୍ର.

ନାରୀ ଶକ୍ତି ପାଇଁ ରଜ ର ଆକର୍ଷଣ ବଢ଼ିଛି , ବିଶ୍ୱ ଓଡ଼ିଆ ପରିବାର ମାଧ୍ୟମ ମାତ୍ର ଭୁବନେଶ୍ୱର, ତା ୧୬,୦୬,୨୦୨୬ ରିଖ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ,ରାଜ୍ୟ ସଂଗ୍ରହାଳୟ ଠାରେ ଏକ,ଭବ୍ୟ ଦିବ୍ୟ ଉଦ୍ ଯାପନ ଦିବସ ରଜ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ,ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ,ରଜ ସମ୍ପର୍କରେ ମା,ଭଉଣୀ ମାନଙ୍କ କର୍ତ୍ତବ୍ୟ ,ପ୍ରକୃତି ଓ ସଂସ୍କୃତି ର ଭୂମିକା ଓ ଚଷା ଭାଇର ପ୍ରସ୍ତୁତି ସମ୍ପର୍କରେ ସଂଗ୍ରାମୀ ଅଭିଭାଷଣ ରଖିଥିଲେ ଠିକ୍ ସେହିପରି ଅତିରିକ୍ତ ନିର୍ଦ୍ଦେଶିକା ଭାଷା,ସାହିତ୍ୟ,ସଂସ୍କୃତି ବିଭାଗ ,ସୁଚିସ୍ମିତା ମନ୍ତ୍ରୀ,ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ, ଇନ୍ ଫର୍ମ ନେସନ କମିଶନର କଳ୍ପନା ପଟ୍ଟନାୟକ, ସଂଗ୍ରାହଳୟ ଅଧ୍ୟକ୍ଷା ଭାରତୀ ପାଲ୍ ମଞ୍ଚାସିନ ଥିଲେ ,ସଭାପତି ଦାୟିତ୍ୱ ବିଶ୍ୱ ଓଡ଼ିଆ ପରିବାର ଅଧକ୍ଷ ସର୍ଜନ ଶର୍ମା ସଭାପତି ଦାୟିତ୍ୱ ସମ୍ବଳି ଥିଲେ । କିଶୋରୀ ଠାରୁ ମାତୃତ୍ୱ ପର୍ଯ୍ୟନ୍ତ ମହିଳା ମାନଙ୍କର ମୌଳିକ ସମସ୍ୟା ଓ ତାର ସମାଧାନ ଦିଗରେ ସ ବିଶେଷ ଆଲୋଚନା ହୋଇ ଥିଲା ,ହୁଳହୁଳି,ପୂଚି ଆଦିରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା କରା ଯାଇ ଥିଲା,ଏହି କାର୍ଯକ୍ରମ ରେ କାଳନ୍ଦୀସାମଲ,ପ୍ରତାପ ପାଣି,ସଙ୍ଗୀତା ଦାଶ,ଅଞ୍ଜନ କୁମାର ଦେବତା,କୃପାସିନ୍ଧୁ ମହାନ୍ତି,କୁଳମଣି ରାଉତ,ଲକ୍ଷ୍ମଣ ପାଲ୍, ସାଧୁ ଚରଣ ବେହେରା,ରାକେଶ ପାଢୀ,ଅକ୍ଷୟ କୁମାର ବଳିୟାରସିଂହ,ସଂଗ୍ରାମ ସ୍ୱାଇଁ, ଗୀତା ରାଣୀ ବେହେରା,ସୁବ୍ରତ କିଶୋର ନାୟକ,ତ୍ରିଗୁଣ ଦାସ ମହାପାତ୍ର, ସୁଜିତ ଦାସ,ଭବାନୀ ମିଶ୍ର ,ରଜମିତ୍ରା ପ୍ରହରାଜ,କନକ ଲତା ମିଶ୍ର,ଗୌରୀ କଲ୍ୟାଣୀ,ରଶ୍ମି ରଞ୍ଜନ ପ୍ରଧାନ,ତୁଳସୀ ବିଶୋଇ,ସୁପ୍ରିୟା ଶତପଥୀ,ରତୀ ମିଶ୍ର, ସ୍ଵାଗତିକା ଧଳ ଓ ସୁରେଶ ସାହୁ ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ ।