ଅକ୍ଟୋବର ସୁଦ୍ଧା SI ପରୀକ୍ଷା- OUSSSC*

ଅକ୍ଟୋବର ସୁଦ୍ଧା SI ପରୀକ୍ଷା- OUSSSC*

*ଅକ୍ଟୋବର ସୁଦ୍ଧା SI ପରୀକ୍ଷା- OUSSSC* *-ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ SI ପରୀକ୍ଷା* *-ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ* *-ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ* *-ବୟସ ଗଡ଼ି ଯାଇଥିଲେ ବି ପରୀକ୍ଷା ଦେଇ ପାରିବେ* *-ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହେବନି* *-ପରୀକ୍ଷା ପାଟର୍ଣ୍ଣ, ସିଲାବସ୍‌ରେ କୌଣସି ପ୍ରକାର ପରିବର୍ତ୍ତନ ହେବନି* *-ତ୍ରୁଟିଶୂନ୍ୟ ପରୀକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ*