ମହିଳାଙ୍କ ମୃତଦେହ ଉଦ୍ଧlର ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ  I

ମହିଳାଙ୍କ ମୃତଦେହ ଉଦ୍ଧlର ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ  I

ମହିଳାଙ୍କ ମୃତଦେହ ଉଦ୍ଧlର ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ  I

ନୟାଗଡ ୪/୬(ଅଶୋକ କୁମାର ସାଥୁଆ )ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଧିନ ଘୋଳାହାଣ୍ଡି ପଞ୍ଚାୟତ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଘନିଭୂତ ହୋଇଛି l ଅଭିଯୋଗ  ଅନୁଯାୟୀ ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଲେ ନିରୁପମା ସ୍ବାଇଁ ୩୫ଏବଂ ତାଙ୍କ ମାତାଙ୍କ ନାମ ଚାଇନା ସ୍ବାଇଁ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି। ମୃତଦେହଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବାରୁ, କେହି ଜଣେ ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ପ୍ରାଥମିକ ଭାବେ ଅନୁମାନ କରିଛନ୍ତି  lଖବର ପାଇ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଂଚି ଡଗ ସ୍କ୍ୱାଡ ଓ ସାଇଣ୍ଟିଫିକ ଟିମ ମାଧ୍ୟମରେ ଅଧିକ ତଦନ୍ତ  ଜାରି ରଖିଛି l