ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତରଫରୁ ବନ୍ୟା ପିଡିତା ମାନଙ୍କ ପାଇଁ ସୁଖିଲା ଖାଦ୍ୟ ବଣ୍ଟନ।

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତରଫରୁ ବନ୍ୟା ପିଡିତା ମାନଙ୍କ ପାଇଁ ସୁଖିଲା ଖାଦ୍ୟ ବଣ୍ଟନ।

ପଟ୍ଟାମୁଣ୍ଡାଇ ତା- ୩/୭/୨୦୨୬, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ତରଫରୁ ୧୦ ଗୋଟି ୱାର୍ଡ ଯଥା ୧ ଠାରୁ ୧୦ ନଂ ୱାର୍ଡ କୁ ବଣ୍ଟା ଯାଉଅଛି। ସୁଖିଲା ଖାଦ୍ୟ ର ପରି ମାଣ ଗୋଟେ କାର୍ଡ ପିଛା, ଚୁଡ- ୧ଜିଲୋ, ଗୁଡ, ୧୦୦ ଗ୍ରାମ, ୫ ଟଙ୍କିଆ ବିସ୍କୁଟ ଗୋଟେ ପ୍ୟାକେଟ, ପାଣି ୧୦ ଟଙ୍କିଆ ୧ଟା , ବ୍ଲିଚ୍ ପାଉଡର ୨୦୦ ଗ୍ରାମ, ଯାହା ୱାର୍ଡ ବାସିନ୍ଦା କହିବା କଥା ଓ ମୁନିସିପାଲିଟି ର ଟି ସି ଅମିନ ମଳିକ ଆମ୍ଭକୁ ଜଣାଇ ଛନ୍ତି। ଏହା ସହିତ ଗୋ ଖାଦ୍ୟ ଏକ ଗୋରୁ ପିଛା ୪ ଦିନ ପାଇଁ ୪ ରୁ ୫ କିଲୋ ଦିଆ ଯାଉଛି। ଏଠି ପ୍ରଶ୍ନ ଉଠୁଛି ଯଦି ଜଣଙ୍କ ଘରେ ଜଣେ ଥିବେ ତାଙ୍କୁ ଯେତିକି ପରିମାଣ ଜିନିଷ ମିଳୁଛି ୬ ଜଣ ଥିବା ଘରେ ସେତିକି ମିଳୁଛି , ତେବେ ସେହି ୬ ଜଣ ସଦସ୍ୟ କିପରି ୪ ଦିନ ଚଳିବେ? ବୁଦ୍ଧି ଯିବି ମହଲରେ କଥା ପଡିଛି ଯଦି ଖାଦ୍ୟ ଦେବେ ତ ପେଟପୁରା ଦେବାକଥା ନେତୃତ୍ବ ମୋଟେ ଦେବାକଥା ନୁହେଁ ଏହାଦ୍ୱାରା ବନ୍ୟା ପିଡିତା ମାନଙ୍କ ମଧ୍ୟେର ଟଣା ଓଟରା କୁ ଏଡାଇ ଦିଆଯାଇ ନ ପାରେ।

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର