SCB ଅଗ୍ନିକାଣ୍ଡ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

SCB ଅଗ୍ନିକାଣ୍ଡ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

*-ଏସ୍‌ସିବି ମେଡିକାଲ ଅଗ୍ନିକାଣ୍ଡର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ*

*-ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଆଜିଠାରୁ ଆରମ୍ଭ ହେଲା ତଦନ୍ତ*

*-ମାର୍ଚ୍ଚ ୧୬ ତାରିଖରେ ଏସ୍‌ସିବି ମେଡିକାଲ୍‌ ଆଇସିୟୁରେ ନିଆଁ ଲାଗିଥିଲା*

*-ଅଗ୍ନିକାଣ୍ଡରେ ୧୨ ଜଣ ରୋଗୀଙ୍କ ଜୀବନ ଯାଇଥିଲା*

*-ସେତେବେଳେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର*