ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ସର୍ବ ପୂରାତନ ମନ୍ଦିର, ମା ବିଜୟା ବାସୁଳାଇ ଠାକୁରାଣୀ ଙ୍କ ମନ୍ଦିର ପୂନ୍ହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ।

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ସର୍ବ ପୂରାତନ ମନ୍ଦିର, ମା ବିଜୟା ବାସୁଳାଇ ଠାକୁରାଣୀ ଙ୍କ ମନ୍ଦିର ପୂନ୍ହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ।

ପଟ୍ଟାମୁଣ୍ଡାଇ ତା-୨୫/୭/୨୦୨୬ - ଗତକାଲି ତା ୨୪/୦୭/୨୦୨୬ ରିଖ ଶୁକ୍ରବାର ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଦିନ ମା ବିଜୟା ବାସୁଳାଇ ଠାକୁରାଣୀ ଙ୍କ ଗ୍ରୁହ ପୁନରାଧାର ହୋଇ ପ୍ରତିଷ୍ଠା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ଏହି ପୂଜାରେ ୯ ଗୋଟି ପଣ୍ଡିତ ଙ୍କ ମନ୍ତ୍ର ଧୋନିରେ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ୱାର୍ଡ ନଂ ୧୦ ସାରା ସାହିରେ କମ୍ପନ ଶ୍ରୀ ହରିତ କରିଥିଲା। ଏହା ସହିତ ସମସ୍ତ ଗ୍ରମବାସୀଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେର ସମ୍ପୂର୍ଣ୍ଣ ହୋଇଯାଇଛି। ଏହା ଏଠାକାର ସର୍ବପୂରାତନ ମନ୍ଦିର ଭାବେ ଵୁଦ୍ଧି ଯିବି ମାନେ ଉଲ୍ଲେଖ କରନ୍ତି। ଏହା ପାଇଁ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ର ସମସ୍ତ ବ୍ୟବସାୟୀ ମାନେ ତାଙ୍କ ଉପାର୍ଜନ ରୁ କିଛି ମୂଲ୍ୟ ଦାନ ସ୍ୱରୂପ ଦେଇ ମା ବିଜୟା ବାସୁଳାଇ ଠାକୁରାଣୀ ଙ୍କୁ ସ୍ଥାପିତ କରିଛନ୍ତି। ଏହା ସହିତ ଏହି ଅଂଚଳର ମାନ୍ୟବର ବିଧାୟକ ମହୋଦୟ ତାଙ୍କର ସରକାରୀ ପାଣ୍ଠି ରୁ ମାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ବହୁ ମାତ୍ରାରେ ସହଯୋଗର ହାତ ବଢାଇ ଥିବାରୁ ବଜାରର ସମସ୍ତ ବ୍ୟବସାୟୀ ଓ ୧୦ନଂ ୱାର୍ଡ ର ଗ୍ରାମବାସୀ ମାନେ ତାଙ୍କୁ ସାଧୁବାଦ ଙ୍ଗ୍ୟାପନ କରିଛନ୍ତି। ଏହି କାର୍ଯ୍ୟ କରାଇବାରେ ମୂଖ୍ୟ ଭୂମିକା ରେ ସଂଜୟ କୁମାର ବର୍ମା, ମୋହନ ଦାସ, ଅନିଲ କୁମାର ପଣ୍ଡା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ସମ୍ପୂର୍ଣ୍ଣ ହୋଇ ଯାଇଛି। 

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ରୁ ପ୍ରଦୀପ କିଶୋର ସାହୁ ଜିଲ୍ଲାସ୍ୱତନ୍ତ୍ର ପ୍ରତି ନିଧି ବିଷେଶ ଖବର।