*ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW*
*-ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି*
*-ଦୀର୍ଘ ଦିନ ହେଲା ଫେରାର ଥିବାରୁ NBW ଜାରି*
*-ଦୁଷ୍କର୍ମ ମାମଲାରେ ଫେରାର ଅଛନ୍ତି ପୂର୍ବତନ IIC ସୁଜିତ ଦାସ*
*-ବାବୁଙ୍କୁ ଗିରଫ କରିବା ପାଇଁ ବିଭନ୍ନ ସ୍ଥାନରେ ରେଡ୍ କରୁଛି କ୍ରାଇମବ୍ରାଞ୍ଚ*


admin 
