ନୟାଗଡ଼ ଜିଲ୍ଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହେଲେ ସରୋଜ କୁମାର ଜେନା

ନୟାଗଡ଼ ଜିଲ୍ଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର  ହେଲେ ସରୋଜ କୁମାର  ଜେନା

ନୟାଗଡ଼ ୩।୫ ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ନୟାଗଡ଼ ଜିଲ୍ଲାର ପାଶ ହ।ର ୯୬.୬୮% ହୋଇଥିବା ବେଳେ ଏ -1 ଗ୍ରେଡ ରେ ୫୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସମଗ୍ର ଜିଲ୍ଲାରେ ସର୍ବୋଚ୍ଚ ୫୭୨ ନମ୍ବର(୯୫.୩% )ରଖି ସରୋଜ କୁମାର ଜେନା ଜିଲ୍ଲା ଟପ୍ପର ହୋଇଛନ୍ତି ।ସେ ନୟାଗଡ ବ୍ଲକଅନ୍ତର୍ଗତ କ୍ରିଦାସ ପୁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଅଟନ୍ତି ।ଏଥି ନେଇ ଅଞ୍ଚଳିକ ସ୍ତରରେ ଆନନ୍ଦର ଲହରୀ ଖେଳି 8ଯାଇଥିବାବେଳେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ଆଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର ।