ବରଗଡ଼ : ପଶ୍ଚିମ ଓଡିଶା ୱେବ ମିଡ଼ିଆ ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳିତ l
ସ୍ଥାନୀୟ ଯଦୁମଣି ପ୍ରଧାନ ଅଡିଟରିଅମ ଠାରେ ମହା ସମାରୋହ ରେ ପାଳିତ ହୋଇଛି, ପଶ୍ଚିମ ଓଡିଶା ୱେବ ମିଡ଼ିଆ ଷଷ୍ଠ ତମ ବାର୍ଷିକ ଉତ୍ସବ l ତେବେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ମହାନନ୍ଦ, ଓ ପଦ୍ମପୁର ବିଧାୟିକା ବର୍ଷା ରାଣୀ ବରିହା ଯୋଗଦେଇ କହିଥିଲେ ଯେ ସାମ୍ବାଦିକ ସମ୍ବାଦ ପରିବେଷଣ ରେ ସମାଜ ର ଦୁଃଖ ଦୁର୍ଦଶା କୁ ପ୍ରଶାସନତଥା ଲୋକଲୋଚନ କୁ ଆଣିବାକୁ ଯାଇ ନିଜ ଦୁଃଖ ଦୁର୍ଦଶା କୁ ଭୁଲିଯାଇଥାନ୍ତି, ଖବର ପାଇବା ମାତ୍ରେ ଖରା, ବର୍ଷl, ଶୀତ କୁ ବେଖାତିର କରି ସମ୍ବାଦ ସଂଗ୍ରହ କରିବା ପାଇଁ ସର୍ବଦା ତତ୍ପର ରହିଥାନ୍ତି, ବୋଲି ଅବିଭାଷଣ ରଖିଥିଲେ l
ତେବେ କାର୍ଯ୍ୟକ୍ରମ ର ସଭାପତି ଅସିତ ସ୍ୱାଇଁ, ସମ୍ପାଦକ ନୀଳାମୟ ବେହେରା ମଞ୍ଚ ପରିଚାଳନା କରିଥିଲେ l


admin 
