ହୀରାକୁଦରେ ୨ଟି ଗେଟ୍ ଖୋଲା..
*-ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ ଖୋଲା; ଜଳସ୍ତର ୬୨୩.୫୨ ଫୁଟ୍*
*-ଦକ୍ଷିଣ ପାର୍ଶ୍ୱର ୧ଟି ଓ ବାମ ପାର୍ଶ୍ୱର ୧ଟି ସ୍ଲୁଇସ୍ ଗେଟ୍ ଖୋଲା*
*-ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ*
*-ପ୍ରତି ସେକେଣ୍ଡରେ ୬୫ ହଜାର ୫୪୩ କ୍ୟୁସେକ ଜଳ ନିଷ୍କାସିତ*


admin 
